Sunday 22 March 2020

Gokul Srichandan was the guru of Nimai Harichandan and Balakrushna Dash

'' ଓଡ଼ିଆ ସାହିତ୍ୟ ''
ଚର୍ଯା ଯୁଗ :- 
ଲୁଇପା, କାହ୍ନୁପା

ସାରଳା ଯୁଗ:-
ସାରଳା ଦାସ, ସାରଳା ମହାଭାରତ

ପଞ୍ଚସଖା ଯୁଗ :-
ଜୟଦେବ, ଅନନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଯଶୋବନ୍ତ ଦାସ, ଜଗନ୍ନାଥ ଦାସ, ଅରକ୍ଷିତ ଦାସ, ଅର୍ଜ୍ଜୁନ ଦାସ, ଦେବଦୁର୍ଲ୍ଲଭ ଦାସ https://t.co/NGawRbtsPy
https://twitter.com/Pravasanta/status/1241410281068085249?s=19
ରୀତି ଯୁଗ :-
ଅଭିମନ୍ୟୁ ସାମନ୍ତସିଂହାର, ଉପେନ୍ଦ୍ର ଭଞ୍ଜ, ଗୋପାଳକୃଷ୍ଣ ପଟ୍ଟନାୟକ, ଗୌରହରି ପରିଚ୍ଛା, ଦୀନକୃଷ୍ଣ ଦାସ, ବଳଦେବ ରଥ, ଯଦୁମଣି ମହାପାତ୍ର, ବିଶ୍ଵନାଥ ଖୁଣ୍ଟିଆ, ବନମାଳୀ ଦାସ, ବୃନ୍ଦାବତୀ ଦାସୀ, ବ୍ରଜନାଥ ବଡ଼ଜେନା, ମାଧବୀ ଦାସୀ, ଭକ୍ତ ଚରଣ ଦାସ, ଭୀମ ଭୋଇ, ରଘୁନାଥ ପରିଚ୍ଛା
ରାଧାନାଥ ଯୁଗ :-
ଫକୀର ମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେର, ମଧୁସୂଦନ ରାଓ, ଚିନ୍ତାମଣି ମହାନ୍ତି, ନନ୍ଦ କିଶୋର ବଳ

ସତ୍ୟବାଦୀ ଯୁଗ :-
ଗୋପବନ୍ଧୁ ଦାସ ,ନୀଳକଣ୍ଠ ଦାସ, ଗୋଦାବରୀଶ ମହାପାତ୍ର, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ମିଶ୍ର, ଚିନ୍ତାମଣି ଦାସ, କୁନ୍ତଳା କୁମାରୀ ସାବତ
ପ୍ରଗତି ଯୁଗ:-
ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ

ସବୁଜ ଯୁଗ:-
ମାୟାଧର ମାନସିଂହ, ବୈକୁଣ୍ଠନାଥ ପଟ୍ଟନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଅନ୍ନଦା ଶଙ୍କର ରାୟ
ସ୍ୱାଧୀନତା ପର :-

"କବିତା"

ସଚ୍ଚିଦାନନ୍ଦ ରାଉତରାୟ, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ପ୍ରତିଭା ଶତପଥୀ, ସୌଭାଗ୍ୟ କୁମାର ମିଶ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ମମତା ଦାଶ
(ଗପ ଓ ଉପନ୍ୟାସ )

~୭୦ ଦଶକ ଆଗ ~
ଗୋପୀନାଥ ମହାନ୍ତି, କାହ୍ନୁ ଚରଣ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ, ଚନ୍ଦ୍ରଶେଖର ରଥ, ଶାନ୍ତନୁ କୁମାର ଆଚାର୍ଯ୍ୟ, ମହାପାତ୍ର ନୀଳମଣି ସାହୁ, ରବି ପଟ୍ଟନାୟକ, ଜଗନ୍ନାଥ ପ୍ରସାଦ ଦାସ
~୭୦ ଦଶକ ପର~
ଅନ୍ନଦା ପ୍ରସାଦ ରାୟ, ଗୁରୁ ପ୍ରସାଦ ମହାନ୍ତି, କୈଳାଶ ଲେଙ୍କା, ଅକ୍ଷୟ ମହାନ୍ତି, ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ଜଗଦୀଶ ମହାନ୍ତି, କହ୍ନେଇଲାଲ ଦାସ, ସତ୍ୟ ମିଶ୍ର, ରାମଚନ୍ଦ୍ର ବେହେରା, ପଦ୍ମଜ ପାଳ, ସରୋଜିନୀ ସାହୁ, ଯଶୋଧାରା ମିଶ୍ର, ମନୋରମା ବିଶ୍ଵାଳ ମହାପାତ୍ର
~ନାଟକ~

କାଳୀଚରଣ ପଟ୍ଟନାୟକ, ବୈଷ୍ଣବ ପାଣି, ଗୋପାଳ ଛୋଟରାୟ, ମନୋରଞ୍ଜନ ଦାସ, ବିଶ୍ଵଜିତ ଦାସ, ବିଜୟ ମିଶ୍ର, କାର୍ତ୍ତିକଚନ୍ଦ୍ର ରଥ

~ଶିଶୁ ସାହିତ୍ୟ~

ରାମକୃଷ୍ଣ ନନ୍ଦ, ସରଳା ପତ୍ରୀ

ନାଟକରେ ଆଉ ଜଣେ ରହିଗଲେ। ନାଟ୍ୟଶ୍ରୀ ରଘୁନାଥ ମିଶ୍ର। ଅନେକ ନାଟକ ଲେଖିଛନ୍ତି ଓ ମଞ୍ଚସ୍ଥ କରିଛନ୍ତି।
https://twitter.com/PramodpandaVk/status/1241419562349785088?s=19

#JanataCurfew ସମୟରେ ସମୟ ବିତେଇବା ଲାଗି ଯୁବ ସମାଜ ଲାଗି କିଛି ପରାମର୍ଶ
1.  ବହି ଅଥବା ପାଖରେ ଥିବା କିଛି ଉପନ୍ୟାସ ଅବା ଗଳ୍ପ ପଢନ୍ତୁ।
2. ବଗିଚା ଅବା ପାଖରେ ଲଗେଇ ଥିବା ଗଛରେ ପାଣି ଦିଅନ୍ତୁ। 
3. ଉପବାସ କିମ୍ବା ବିନା ଉପବାସରେ ଭଗବାନଙ୍କ ନାମ ଜପ କରନ୍ତୁ।
4. ପରିବାରକୁ କିଛି ସୁସ୍ୱାଦୁ ଖାଦ୍ୟ ବନେଇ ଖୁଆନ୍ତୁ।
https://twitter.com/Askbiku/status/1241358217893965825?s=19
5. Your quote, ଟୁଇଟର କିମ୍ବା କିଛି ଅନ୍ୟ ଉପଯୋଗୀ ସ୍ଥାନରେ ସାହିତ୍ୟ ଚର୍ଚ୍ଚା କରନ୍ତୁ ଅଥବା କିଛି ଲେଖା ଲେଖି କରନ୍ତୁ।
6. ଜେଜେ ଓ ଜେଜେମା ଓ ଅନ୍ୟ ଗୁରୁଜନଙ୍କୁ ମହାଭାରତ,ରାମାୟଣ ତଥା ଛୋଟବେଳେ ଶୁଣିଥିବା ଗପ ସବୁ ଆଉ ଥରେ  କହିବା ଲାଗି କୁହନ୍ତୁ। ଏ ସମୟର ମଜା ଉଠେଇବା ସହ ନିଜ ବାଲ୍ୟ କାଳର ସ୍ମୃତିକୁ ଆଉଥରେ ମନେ ପକାନ୍ତୁ।
7. ଘର ଦ୍ୱାର ତଥା ଆଖ ପାଖ ସଫା କରନ୍ତୁ ଏବଂ ନିଜ ବିଷୟରେ ଚିନ୍ତା କରିବା ପାଇଁ ସମୟ ଦିଅନ୍ତୁ।
8. ପୁରୁଣା ବନ୍ଧୁ ମାନଙ୍କୁ ଫୋନ କରି ସ୍କୁଲ ସମୟକୁ ଆଉ ଥରେ ମନେ ପକାନ୍ତୁ ଆଉ ବିଶେଷ କରି ଅଯଥା ଚର୍ଚ୍ଚାରୁ ଦୁରେଇ ରୁହନ୍ତୁ।
9. ଲଘୁଜନ ମାନଙ୍କୁ ପଢେଇବା ସହ ବାପା ମା'ଙ୍କ ସେବା କରନ୍ତୁ। ତାଙ୍କ ସହ ହାତ ମିଳେଇ କିଛି କାମ କରନ୍ତୁ।
10. ଧ୍ୟାନ କରନ୍ତୁ, ଯୋଗ କରନ୍ତୁ ଏବଂ ଭଗବାନ ଚିନ୍ତନରେ ଲିପ୍ତ ରୁହନ୍ତୁ ଏବଂ ପ୍ରାର୍ଥନା କରନ୍ତୁ।
11. ନବେ ଦଶକର ସିନେମା, ମାଗଜିନ ଅଥବା ଗୀତ ଶୁଣି ମନକୁ ଶାନ୍ତ କରନ୍ତୁ। 
12. ହଜିଯାଇଥିବା ଘର ଖେଳ ଯେମିତିକି ଇଟିକିଲି ମିଟି କିଲି, ଲୁଡୁ, ତାସ, ପାରା ଉଡ଼ ବଣି ଉଡ଼ ଆଦି ଖେଳନ୍ତୁ।
@Dr_Twiinkle @Dr_Paramomycin @Drakshays

Odia Twitter community have both professional and serious amateur composers, singers, lyricists, researchers, film makers, photographers, visual artists, literary writers, culinary artistes and many more along with techies. We must channelize ourselves better o make a difference
https://twitter.com/OdiaCulture/status/1100602505451397120?s=19
Khan Mohammed (Khanu Mian) is believed to be the first recorded voice in Odia, recorded in 1907 by Gramophone Company.
But according to Australian researcher Michael Kinnear, Hemendra Mohan Bose of Kolkata had recorded Odia artistes on cylinder well before that
https://twitter.com/OdiaCulture/status/1176813016899182592?s=19
He even says French label Pathe which reissued some of Bose's recording on discs could have reissued some of these Odia recordings, though he is not sure. 
The name(s) of artiste(s) is/are not known.
Gokul Srichandan, uncle and guru of Nimai Harichandan and guru of Balakrushna Dash was the first recorded Odia artiste 1/2
https://twitter.com/OdiaCulture/status/758690651068399616?s=19
Veteran Odia singer Pranab Pattnaik turns 80 today. Wish him a long and healthy life. He, Akshaya Mohanty & Md Sikander Alam started the modern era of Odia music. In Odia films, while all leading female artistes were non-Odia, these 3 dominated male playback singing Pic @subhapa https://t.co/GwjAejTTc2
https://twitter.com/OdiaCulture/status/954575669257691137?s=19

ବିଜୟ ମଲ୍ଲ ପ୍ରଣବ ପଟ୍ଟନାୟକଙ୍କ ଇଣ୍ଟରଭିଉ ଖଣ୍ଡେ କରୁଥିଲେ ଡିଡିରେ । ତାଙ୍କର ଯେଉଁ 'ରାଗ ଅନୁରାଗ' ଦିଏ ସେଥିରେ । ପଚାରିଲେ "ଅକ୍ଷୟ ନାହାନ୍ତି, ସିକନ୍ଦର ନାହାନ୍ତି; ପ୍ରଣବଙ୍କୁ କେମିତି ଲାଗୁଛି" । ଇଏ ଲୁହଟୋପାଟେ ସହିତ ଉତ୍ତର ଦେଲେ "ପ୍ରଣବଙ୍କୁ ଭାରି ଏକା ଏକା ଲାଗୁଛି" । କାନ୍ଦି ପଡ଼ିଥିଲେ ପ୍ରାୟ ।
https://twitter.com/pattaprateek/status/954617995615027200?s=19

Prahallada Nataka is a critically endangered form. With a troupe in the state capital, wouldn't it have been better to get a performance done just for the sake of the art? The artist is at fault, but what has the art done to deserve this?
https://twitter.com/pattaprateek/status/991324447360471041?s=19
At the end, this is a man who dared to dedicate his life for an art form that forms an integral part of Odisha's culture. Respect not the man; but please do not turn your faces away for his craft that he has polished painfully over the years.
Please digitise this one. My humble request to both of you. 🙏
It is ସହି ଅଣ୍ଟିଲା ନାହିଁକି, one of my favourite Odissi songs (by Gopalakrusna, 18th century). Moreover classic Odissi Kaphi - that too by Mohan Gosain. Couldn't ask for better.
https://twitter.com/pattaprateek/status/1237393035765243904?s=19

Mohan Sunder Deb Goswami was the most recorded Odia artiste of 20s... and is credited with first Odia Movie... ‘’Sita Vivaha” in 1936...
https://twitter.com/odiamelody/status/1237384288544256006?s=19

Got a chance to listen an Odia Natak today. It was about Konark, Bisu Maharana and Debadasi Anuradha. Engrossing story. https://t.co/GybZVHNher
https://twitter.com/saswat28/status/904586744829419520?s=19

ODIA NATAK "ANDHA AKASARA SURYA" BY UTKAL SANGEET MAHAVIDYALAYA (JAYADEV... https://t.co/Z6hWKoBpYh via @YouTube
https://twitter.com/BhabaniChBiswal/status/988652786509205505?s=19
CHHAU DANCE  "ABHIMANYU BADHA"  BY UTKAL SANGEET MAHAVIDYALAYA (JAYDEV S... https://t.co/ObuAOxgcvw via @YouTube

#IWD2020
#OurWomenOurPride
Smt Sanjukta Panigrahi was the foremost exponent of Indian classical dance Odissi

She was first Odia girl to embrace this ancient classical dance at an early age & ensured its grand revival

She was recipient of Padma Shri & Sangeet Natak Akademi Award https://t.co/CMMT4sIDvl
https://twitter.com/PIBBhubaneswar/status/1234378386421813248?s=19

My maternal uncle, great dramatist, renowned writer, sahitya and sangeet natak academy awardee, a fine human being and a true inspiration is no more, an unbearable loss to family and vaccum in odia literature, we will miss you forever
https://twitter.com/AninditaPujari/status/1113076153588355074?s=19

ବରିଷ୍ଠ ନାଟ୍ୟକାର ତଥା ନିର୍ଦ୍ଦେଶକ କାର୍ତ୍ତିକ ଚନ୍ଦ୍ର ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କଳା ଜଗତ ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
https://twitter.com/Naveen_Odisha/status/1112711745724768256?s=19

Veteran odia film seniour actor Debu Bose is passes away aged 75.  He had started his career in 1980. 2014 Best actor awarded in film Rasta. He is famous in his father's  role in defferent odia films. More then 120 films and as many as manch Natak. https://t.co/oaljATxaVp
https://twitter.com/PrabhataPanigr2/status/1032527483956936704?s=19

#WATCH: Odia Cine artistes pay last respects to one of the most popular actors of the industry, Anita Das who passed away this morning at her residence in #Cuttack #Odisha https://t.co/qci08nvZ6f
https://twitter.com/otvnews/status/994917762769141760?s=19

No comments:

Post a Comment