Friday 3 May 2024

ପାଠକ ଭିତରେ ନୂଆ ଚଳଚ୍ଚିତ୍ରଟିଏ ତିଆରି ହୋଇଥାଏ

 Collated by Tusar Nath Mohapatra

କୋରାଇ ରେ ବାପା ମାଆ, ପୁଅ, ଝିଅ ଠିଆ ହେବେ, ଏ ମାଟିରେ ଆଉ କେହି ସନ୍ତାନ ଜନ୍ମ ହୋଇ ନାହାନ୍ତି ବୋଧେ । ଲୋକ ଯାହାଙ୍କୁ ଦିନେ ଦେଖି ନାହାନ୍ତି କୋରାଇ ମାଟିରେ ସେ ହେବେ ପ୍ରାର୍ଥୀ, ଦୁଃଖ ଲାଗୁଛି ନିଜ ସ୍ବାର୍ଥ ପାଇଁ ମଣିଷ କଣ କରୁଛି।

https://twitter.com/ChagaliRani/status/1786300614181519753?t=KmzxPGGC0lLDKH_A_gLMaQ&s=19

ଓଡ଼ିଶାର ଦୁର୍ଭାଗ୍ୟ ଯେ, ଆଞ୍ଚଳିକ ଦଳ ତାମିଲ ଅଧିନରେ ଆଉ ବିରୋଧୀ ହିନ୍ଦିଆ ଙ୍କ ଅଇଁଠା ଚଟା କୁକୁର।

https://twitter.com/ThatBioinfoGuy/status/1786106857716867203?t=ps-xYjy9-V9wejAx6Qfceg&s=19

ଓଡିଶୀ;

କିଛିଙ୍କ ମତରେ ଓଡ୍ର-ମଗଧୀ ନୃତ୍ୟଶୈଳୀର ନାଁ ଓଡିଶୀ !

ମୋ ପାଇଁ, ମଙ୍ଗଳାଚରଣରୁ ଆରମ୍ଭ ହେଇ ଗୀତଗୋବିନ୍ଦର ଅଭିନୟ ହି ଓଡିଶୀ, ହେଇପାରେ ଭୋନସର-ଅପରାଜିତା  ଓଡ୍ର-ମଗଧୀର ଅନୁକୂଳ ପ୍ରତିରୂପ, ମାତ୍ର ମରହଟ୍ଟା ବୀରଙ୍ଗନାଙ୍କ ପରି ବୁଲେଟ ଚଲେଇ ଏହାକୁ 'ଓଡ଼ିଶାର ପରମ୍ପରା' ର ନାଁ ନଦିଆଯାଉ ।

କ୍ଷମାକରିବେ, ଗୀତଗୋବିନ୍ଦ ଜାଣିଚନ୍ତି ତ?

https://twitter.com/drdeepak81/status/1786088318536708494?t=qn1QfgCKrREmET0iiAPZfw&s=19

ଚଳଚ୍ଚିତ୍ରରେ ଆମେ ଗୋଟେ କାହାଣୀକୁ ନିର୍ଦ୍ଦେଶକଙ୍କ ଦୃଷ୍ଟିକୋଣରୁ ଦେଖୁ। କିନ୍ତୁ କାହାଣୀ ପଢ଼ିବା ବେଳେ ପ୍ରତି ପାଠକ ଭିତରେ ନୂଆ ଚଳଚ୍ଚିତ୍ରଟିଏ ତିଆରି ହୋଇଥାଏ। -ଶୁଭ୍ରାଂଶୁ ପଣ୍ଡା, ପ୍ରତିଷ୍ଠାତା ନିର୍ଦ୍ଦେଶକ, ପେନ୍ ଇନ୍ ବୁକ୍ସ @AuthorSubhransu @peninbooks

https://twitter.com/peninbooks/status/1785852771444625614?t=q8Flxo6JOJk4xLnvAWRavg&s=19

କନ୍ଧମାଳ-ଫୁଲବାଣୀ, ଆସ୍କା, ପୁରୀ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ କଟକ ଲୋକସଭା ଲଗାତାର ଗୋଟିଏ ଦଳ ବିଜେଡିକୁ ୨୫ ବର୍ଷ ହେଲା ନିର୍ବାଚିତ କରିଛନ୍ତି, ଆଞ୍ଚଳିକ ଦଳକୁ ଦେଲେ ବିକାଶ ଅଧିକ ହୋଇଛି କି?

ବରଂ ଜାତୀୟ ଦଳ ସାଂସଦ ଛୋଟ/ବଡ଼ ପ୍ରକଳ୍ପ ଆଣିବାରେ ସହାୟକ ହୋଇଛନ୍ତି ! ଓଲଟା ହାରିଥିବା ସମ୍ବିତବାବୁ ପୁରୀରେ ଅଧିକ ଦେଖା ଦେଇଛନ୍ତି !

https://twitter.com/digpatra/status/1786080025533452700?t=C9ygNtsKhXA6LWbkLGESeQ&s=19

Team @kanak_news was in Baripada to shoot Ranabhoomi. How wonderful to see the program commence with the glorious Chhau Nrutya. Heady blend of culture and politics!

https://twitter.com/tanaya_p/status/1786240308516200590?t=P-qsPT-KEE89_3w0rJNGpQ&s=19

#ନୀଳଚକ୍ରଗଠନ 

ନୀଳଚକ୍ରର ଉଚ୍ଚତା ପ୍ରାୟ ୧୧ଫୁଟ ୮ଇଞ୍ଚ । ବ୍ୟାସ ୭ଫୁଟ ୬ଇଞ୍ଚ, ପରିଧି ଫଳକର ବେଧ ୨ଇଞ୍ଚ ଓ ପରିଧିର ଓସାର ୯ଇଞ୍ଚ । ନୀଳଚକ୍ରର କେନ୍ଦ୍ରସ୍ଥଳରେସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ ୨ଫୁଟ ୨.୫ ଇଞ୍ଚ ଏବଂ ଏଥିରେ ୮ଟି ଅର ଅଛି । ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ଫୁଟ ୧୦ଇଞ୍ଚ ।

https://twitter.com/odiasanskruti/status/1786071862788973028?t=fPjhEzB3_xM9lbLzY5ff-Q&s=19

Get ready for more thrills and laughter in Odisha! Bhubaneswar welcomes India’s largest amusement park chain, @Wonder_La,opening bookings on 6th May.This exciting addition promises to boost tourism,create jobs & bring smiles to all.Let the adventure begin! @MYBBSR @Utkala_Kalinga

https://twitter.com/pritishsays/status/1786295106066116969?t=6tiJLYKRzYdPSOXga-Tyvg&s=19

Kalinga Studio renovation will be completed by end of this year. 

1. Total budget is Rs 200 crore

2. Along with movie shooting, entertainment zone for visitors would be available 

3. A 16-D theater 

4. Snow world

5. Movie Magic Show

6. Haunted House

7. Museum of old equipments used by Odia movie industry

And, many more related to tourism.

https://twitter.com/manas_muduli/status/1785701156284731539?t=9bt1bGdnLp_y8hzrfPEoyQ&s=19

An Odia boy’s startup gets global honor!!

A student startup entrepreneur from Odisha, Anup Paikray, is one of the winners at Pitch-A-Thon event at Boston, USA. 

Hearty Congratulations, Anup!!

https://twitter.com/manas_muduli/status/1786309562771059065?t=zmxFGPkxkfaEv0mS7J0L2A&s=19

Bhitarakanika National Park is shut from today until July 31 for crocodile breeding season. 

P.S. Bhitarakanika NP is currently home to India’s ~70% saltwater crocs and this is undoubtedly the most successful crocodile conservation program in India.

#DidYouKnow Odisha is the only state in India which is home to all the three crocodile species. 

And, #Kendrapara is the only district in India where all the 3 species of crocodiles are reported in it’s river systems(Salt Water croc, Gharial, Mugger).

https://twitter.com/manas_muduli/status/1785537676709699698?t=-L30UQkPf3WS9Bb-XbONgQ&s=19

Glad to share that IndiaWilds youtube channel has now 25K subscribers. Sharing the latest short video Magical #mangroves video duration: 3 plus minutes youtu.be/rCWxLNu6Fyg #nature #wildlife #environment #ecology #TwitterNaturePhotography  @Canon_India

https://twitter.com/indiawilds/status/1786239598747619430?t=4byL2YTZglS0vNQ2cqajIg&s=19

Bharatmuni's Marga Sangeet | Sayak Mitra (Chidakash Kalalay), Anand Vishwanathan youtu.be/Pr5r8RhEDH4

The Mattakokila & Vipanchi Veenas travelled from India to Myanmar during the Gupta period. Piyal Bhattacharya reconstructed these Veenas to recreate Bharata’s music tradition

https://twitter.com/AtharvaForum/status/1670722287623086081?t=EF9dYI_N1-4mdJ_vD3fwrA&s=19

#ଅଂଶୁଘାତସତର୍କତା 

୧. ଖରାରେ ରିଲ୍ସ୍ ବନାନ୍ତୁ ନାହିଁ, ସଂଧ୍ୟା ହେଲା ଯାଏ ଅପେକ୍ଷା କରନ୍ତୁ 

୨. ମାଡ଼ ଖାଇଲା ଭଳି କୌଣସି ବି କାମ କରିବେ ନାହିଁ, ୟେ ଯୋଉ ଗରମ.....ମାଡ଼ କାଟିବ ବେଶୀ

୩. ସବୁ କରିବେ ଦିପହରେ ବୋଉ ମୁଣ୍ଡ ଜମା ଗରମ୍ କରିବେନି, ନହେଲେ ବରଗଛରେ କୋଇଲି ନୁହେଁ ନିଜେ ବୋବେଇବେ 

#ଜନହିତରେଜାରି

https://twitter.com/princess_sradha/status/1786318416141557913?t=OYIw4R88BxdIS6-ap5-6wg&s=19

ଓଡ଼ିଶାରେ କଟକୀ ଅଛନ୍ତି, ସମ୍ବଲପୁରୀ ଅଛନ୍ତି, ଦକ୍ଷିଣୀ ଅଛନ୍ତି, ହାକିମ ଅଛନ୍ତି, ବାବୁ ଅଛନ୍ତି, ବେଠି ଖଟାଇବା ମଣିଷ ଯେତିକି ରହିଛନ୍ତି, ବେଠି ଖଟୁଥିବା ଓ ବୋକା ବନୁଥିବା ମଣିଷ ତା’ଠାରୁ ଦଶଗୁଣ ଅଧିକ ଅଛନ୍ତି । ସମସ୍ତଙ୍କୁ ଗୋଟିଏ ଆତ୍ମବୋଧରେ, ଗୋଟିଏ ପାରସ୍ପରିକତାରେ ଏକାଠି ବସାଇବା ସକାଶେ ଆମ ଜଗନ୍ନାଥଙ୍କର ବି ସାଧ୍ୟ ନାହିଁ।

ପୁସ୍ତକ:‘ପଚାଶ ବର୍ଷର ଓଡ଼ିଶା ଓ ଆମର ସ୍ବାଭିମାନ’

ଲେଖକ: ଚିତ୍ତରଞ୍ଜନ ଦାସ।

ମସିହା:୧୯୮୬

https://twitter.com/SpeaksSabya/status/1786263642796929347?t=xvBCUU5qy-jY7ZwgWy5lLQ&s=19

ତାହାକୁ କେହି କେହି ଭିନ୍ନତା ଓ ଅନ୍ୟ କେହି ବିବିଧତା କହିଥାନ୍ତି। ଅବଶ୍ୟ ଏହା ଭ୍ରମାତ୍ମକ। ଓଡ଼ିଆ ବାତ୍ୟାବେଳେ ଏକାଠି ଲୁଟ୍‌ କରନ୍ତି, ଖଣିଜ ପଦାର୍ଥ ଲୁଟ୍‌ ବେଳେ ଏକାଠି ନଦେଖିଲା ପରି ଶୋଇ ପଡ଼ନ୍ତି। ଏମିତି ଅନେକ ସମୟରେ ଏକାଠି ହେବାର ନଜୀର ବି ଅଛି। ଜଗନ୍ନାଥ ନପାରିଲେ ବି ନେତା ପାରିଛନ୍ତି, ଏଇ ଯେମିତି ଆମ ନବୀନବାବୁ!

https://twitter.com/debendraprusty/status/1786319841575551394?t=5OQqJEnbCmItJznq8a_BKw&s=19

ଓଡିଶା ରେ  CMO ଅଫିସ ରେ ସବୁ ଓଡ଼ିଆ ଲୋକ ରହିଲେ ଭଲ ହୁଅନ୍ତା। CM କୁଟା ବି ରହିବା ଦରକାର। ବଡ଼ ବଡ଼ ଅଫିସ ର ମାନେ ଓଡ଼ିଆ ଭାଷା କହି ପାରୁନାହାନ୍ତି। ଉଚ୍ଚ ପଦସ୍ଥ କର୍ମଚାରୀ ମାନେ ଓଡିଶା ଲୋକ ନୁହନ୍ତି।ଓଡିଶା ରେ ଛୋଟ ଶ୍ରେଣୀ ର ବା ଆଦିବାସୀ ଶ୍ରେଣୀ ର ଲୋକମାନଙ୍କୁ ଶୋଷଣ କରାଯାଉଛି, ବାହାର ଲୋକଙ୍କୁଧୂପ ଚ,,,,,

https://twitter.com/mmansing551/status/1786326025531773125?t=omWOMeR4y0hjgop0FRRbfQ&s=19

ମହାପ୍ରଭୁଙ୍କ ଅପାର କରୁଣାରୁ , ଦୀର୍ଘ ୩ ବର୍ଷ ଧରି ଶ୍ରୀ ରଘୁନାଥ ବେଶ ଉପରେ ବିଭିନ୍ନ ପୁରାତନ ପତ୍ର ପତ୍ରିକା ରୁ ଅଧ୍ୟୟନ ଓ ୧୫ ଦିନର ଅକ୍ଲାନ୍ତ ଚେଷ୍ଟା ଦ୍ଵାରା , ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ଡିଜିଟାଲ ମାଧ୍ୟମରେ ଏକ ପ୍ରତିଛବି ତିଆରି କରିବାରେ ସକ୍ଷମ ହୋଇଛୁ। (୧) 

ଆଶା କରୁଛୁ , ଆଗାମୀ ଦିନରେ ସରକାର ଏହି ଦିବ୍ୟ ବେଶ କୁ ଶ୍ରୀମନ୍ଦିର ରେ କିପରି ସମ୍ପାଦନ ହୋଇପାରିବ ଏବଂ ହଜାର ହଜାର ଭକ୍ତ ଏହି ଦିବ୍ୟ ବେଶକୁ ଦର୍ଶନ କରିବାର ସୁଯୋଗ ପାଇବେ ତାହା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ । (୨)

#Raghunathabesha

#ରଘୁନାଥବେଶ

https://twitter.com/JagannathaDham/status/1786272817048367550?t=5zStFiqFkgP99OL88jWFcQ&s=19

ନାଲି ଶାଢ଼ୀ ଗୀତ ଶୁଣିଲେ ନା?

ଲେଖା, ସ୍ଵର, ସଂଯୋଜନା, ଗାଇବା - ସବୁ ଭଲ। କେତେ ଭଲ? ବୋଧେ ଗତ କିଛି ବର୍ଷରେ ଆସିଥିବା ସବୁ ଓଡ଼ିଆ ଗୀତଠୁ ଭଲ। ବାବୁଶାନ୍ ! ଏମିତି କାମ କରି ଚାଲ, ଓଡ଼ିଶା ତୁମକୁ ସବୁଦିନ ପାଇଁ ମନେ ରଖିବ। ଗୌରବ ଆନନ୍ଦ ! ମନ ଖୁସି କରିଦେଲ। ଗୀତିକାର ଭାଇ, କେମିତି ଭାବି ପାରନ୍ତି ଆପଣ ଏମିତି ଶବ୍ଦ ସବୁ...

https://twitter.com/csharpian/status/1786218594621436275?t=Bi3Jaz_NQosW1NChi3vrRA&s=19

ହଁ.. ଆରମ୍ଭ ରୁ ମ୍ୟୁଜିକ୍ ଭଲ ଲାଗୁନଥିଲା.. ବାରମ୍ବାର ଶୁଣିଲା ପରେ ଭଲ ଲାଗୁଛି..ଲେଖା ଅନୁସାରେ ମ୍ୟୁଜିକ୍ ହେଲା ନାହିଁ...

https://twitter.com/ashutosh_odisha/status/1786221642924097563?t=pa9Dn1pR2L7om-Bw0P8khg&s=19

Same DaMaN ra gita sahita bi heithila. Tathapi bhala gita te karichhanti.

https://twitter.com/csharpian/status/1786237902869152134?t=5-x9hAd7aA2EFgVbONT7eA&s=19

Mora last 10 years ra favourite 3 Odia songs “Smruti Pakhi”- Dasama

“Smruti Buni Jaae Jibana” - Phalguna Chaitra aau “Nichaatiya Mana”- Daman/“Adha Kahe Adha Sune” - Dear Purusha

https://twitter.com/ray_sarathi/status/1786300009480442006?t=gi2DMMcBnQ_5uktYPpFq1Q&s=19

Thursday 28 March 2024

ଓଡ଼ିଆ କଥାଚିତ୍ର ଗୀତର ସାହିତ୍ୟିକ ବିଶ୍ଲେଷଣ - ୨

ଓଡ଼ିଆ କଥାଚିତ୍ର ଗୀତର ସାହିତ୍ୟିକ ବିଶ୍ଲେଷଣ

 ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳିତ

ଛାୟାଗୀତି - ସୂର୍ଯ୍ୟ ଦେଓ (ସକାଳ ୧୯ ଅକ୍ଟୋବର ୨୦୨୩ ଠାରୁ ସାପ୍ତାହିକ ସ୍ତମ୍ଭ)

https://odianadia.blogspot.com/2024/01/blog-post.html

ଅକ୍ଷୟ ମହାନ୍ତିଙ୍କ ପ୍ରଥମ ସିନେମା ଗୀତ (ସକାଳ ୦୪ ଜାନୁଆରୀ)

https://twitter.com/OdiaMovieDB/status/1742767094788231242?t=9DjVxYOkaHUJs3VwF65v5g&s=19

ଗୀତ ଆକାଶର ନୂଆ ରଙ୍ଗ 'ଶ୍ରୀ ଲୋକନାଥ' (ସକାଳ ୨୫ ଜାନୁଆରୀ)

https://twitter.com/OdiaMovieDB/status/1750391323306193403?t=9BbvH3yttiswviKELv6RcQ&s=19

ଶ୍ରୀ ଲୋକନାଥ' ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ଶୀର୍ଷକ ଗୀତ (ସକାଳ ୦୧ ଫେବୃଆରୀ)

https://twitter.com/OdiaMovieDB/status/1752877781938041324?t=RIKmMdOLMaYu51j5NlvZYQ&s=19

ଛାୟା ପଛେ ପଛେ 'ପରିଣାମ'ର ଗୀତ (ସକାଳ ୮ ଫେବୃଆରୀ)

https://twitter.com/OdiaMovieDB/status/1755603602352263580?t=GvwbWAH5Q9WMbTV3qzzeBg&s=19

ମାୟାଧର ମାନସିଂହ ଏବଂ ଗୋଦାବରୀଶ ମହାପାତ୍ରଙ୍କ ସିନେମା ଗୀତ (ସକାଳ ୧୫ ଫେବୃଆରୀ)

https://twitter.com/OdiaMovieDB/status/1757974319773143382?t=3MY64r3fT3WV0I30FVd8cg&s=19

ଅର୍ଥହୀନ ଶବ୍ଦର ସଂଯୋଗ (ସକାଳ ୨୨ ଫେବୃଆରୀ)

https://twitter.com/OdiaMovieDB/status/1760486071727775840?t=r3kXsYSojz4M3eHto88xBw&s=19

କିଶୋରୀ ମନର ଗୀତ ~ ଓଡ଼ିଆ ପଦାବଳୀର ପ୍ରୟୋଗ (ସକାଳ ୨୯ ଫେବୃଆରୀ)

https://twitter.com/OdiaMovieDB/status/1763780407726661994?t=ISpxiwrqnNiBB8pbgpYrUA&s=19

https://www.sakalaepaper.com/news/49330/65dfcf160410c

ଷାଠିଏ ଦଶକର ଚଳଚ୍ଚିତ୍ର ଗୀତରେ ଲୋକ ଗୀତର ସ୍ପର୍ଶ (ସକାଳ ୭ ମାର୍ଚ୍ଚ)

https://twitter.com/OdiaMovieDB/status/1765599351567471020?t=yF1bKM3U8tzYQND6v0Yd0A&s=19

ଆମ ପରଦାରେ 'କୱାଲି' (ସକାଳ 14 ମାର୍ଚ୍ଚ)

https://twitter.com/OdiaMovieDB/status/1768167200693624925?t=ew0JA9qSAiQh5BAHszab7Q&s=19

ଗଜଲର ପ୍ରବାହ (ସକାଳ ୨୧ ମାର୍ଚ୍ଚ)

https://twitter.com/OdiaMovieDB/status/1770659981777363242?t=X5AGgigVwlYyG1tORed0UA&s=19

ଗଜଲ ପ୍ରବାହ: ଦୁଇ (ସକାଳ ୨୮ ମାର୍ଚ୍ଚ)

https://twitter.com/OdiaMovieDB/status/1773171135842033823?t=GlMHi39Fo2qwG1yV97ZtIg&s=19

(୧୧ ଓ ୧୮ ଜାନୁଆରୀ ନାହିଁ)

Sunday 7 January 2024

ଓଡ଼ିଆ କଥାଚିତ୍ର ଗୀତର ସାହିତ୍ୟିକ ବିଶ୍ଲେଷଣ

 ତୁଷାର ନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳିତ

ଛାୟାଗୀତି - ସୂର୍ଯ୍ୟ ଦେଓ (ସକାଳ ୧୯ ଅକ୍ଟୋବର ୨୦୨୩ ଠାରୁ ସାପ୍ତାହିକ ସ୍ତମ୍ଭ)

'ସୀତା ବିବାହ'ର ଗୀତ (ସକାଳ ୧୯ ଅକ୍ଟୋବର)

https://twitter.com/OdiaMovieDB/status/1714863727181181056?t=4z5ZA3cYfEiZspDvSplvlg&s=19

'ସୀତା ବିବାହ'ର ଗୀତ ଦୃଶ୍ୟ, ବିମ୍ବ ଏବଂ କଳ୍ପନା (ସକାଳ ୨୬ ଅକ୍ଟୋବର)

https://twitter.com/OdiaMovieDB/status/1717403819246530695?t=6Af4piqGr8CBaXE-8kHmvw&s=19

ଛାୟାଗୀତି - 'ଥରି ଥରି ବସନ୍ତ ଫେରି ଅନା' (ସକାଳ ୨ ନଭେମ୍ବର)

https://twitter.com/OdiaMovieDB/status/1719955632587977012?t=sD5ismZwV7ZqJRkgMSuxrw&s=19

ରୂପେ ଚପଳା ହାରିଯାଏ 'ଲଳିତା'ର ଗୀତ (ସକାଳ ୯ ନଭେମ୍ବର)

https://twitter.com/OdiaMovieDB/status/1722482376951971932?t=J2LYLbWpw7trFxJOZxVjnQ&s=19

ଛାୟାଗୀତି - ତୃତୀୟ ଓଡ଼ିଆ ଚଳଚ୍ଚିତ୍ର 'ଶ୍ରୀ ଜଗନ୍ନାଥ' (ସକାଳ ୧୬ ନଭେମ୍ବର)

https://twitter.com/OdiaMovieDB/status/1725019958113906811?t=zvjcinwOy0rOVJEjyGw45w&s=19

'ଶ୍ରୀଜଗନ୍ନାଥ'ର ଗୀତ (ସକାଳ ୨୩ ନଭେମ୍ବର)

https://twitter.com/OdiaMovieDB/status/1727538443100508436?t=TXN-atISUFiOeqt7Hx2z4g&s=19

ଛାୟାଗୀତି - 'ଶ୍ରୀ ଜଗନ୍ନାଥ' ପରେ (ସକାଳ ୩୦ ନଭେମ୍ବର)

https://twitter.com/OdiaMovieDB/status/1730077030488629640?t=sJBAlaPhqsap_efHTb3P6A&s=19

ଲୋକଭାଷାର ଧାରା - ଅନନ୍ତ ପଟ୍ଟନାୟକଙ୍କ ସିନେମା ଗୀତ (ସକାଳ ୭ ଡ଼ିସେମ୍ବର)

https://twitter.com/OdiaMovieDB/status/1732629210546503758?t=L_pzao1fStpTMAMWB05NrA&s=19

ପ୍ରଥମ ଦ୍ୱିଭାଷୀ ଓଡ଼ିଆ ଚଳଚ୍ଚିତ୍ର 'ଆମରି ଗାଁ' ଝୁଅ'ର ସଙ୍ଗୀତରେ ଦୃଷ୍ଟି, କଥନ ଓ ଇଙ୍ଗିତ (ସକାଳ ୧୪ ଡ଼ିସେମ୍ବର)

https://twitter.com/OdiaMovieDB/status/1735147023756628250?t=yQEJsTTxmdoZqKlctYHIYQ&s=19

ପର୍ଶୁରାମ ପଟ୍ଟନାୟକଙ୍କ ଗୀତ (ସକାଳ ୨୧ ଡ଼ିସେମ୍ବର)

https://twitter.com/OdiaMovieDB/status/1737688203744706943?t=msBNiL7XVY6nly7RS7dhPg&s=19

ମନୋଜ ଦାସଙ୍କ ସିନେମା ଗୀତ (ସକାଳ ୨୮ ଡ଼ିସେମ୍ବର)

https://twitter.com/OdiaMovieDB/status/1740239723363545559?t=Su1wixkzM5k9jz6HHqKfcQ&s=19

ଅକ୍ଷୟ ମହାନ୍ତିଙ୍କ ପ୍ରଥମ ସିନେମା ଗୀତ (ସକାଳ ୦୪ ଜାନୁଆରୀ)

https://twitter.com/OdiaMovieDB/status/1742767094788231242?t=qWv312FOYKtCtdkBw7HC9w&s=19