Friday 20 March 2020

ପଖାଳ, ନିର୍ଭୟା, ଓ କରୋନା; ଜଳିଗଲା ପତିତପାବନ ବାନା

ମଙ୍ଗଳେ ଅଇଲା ଉଷା    ବିକଚ ରାଜୀବ ଦୃଶା 
       ଜାନକୀ ଦର୍ଶନ ତୃଷା ହୃଦୟେ ବହି,
କରପଲ୍ଲବେ ନୀହାର      ମୁକ୍ତା ଧରି ଉପହାର
  ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି 
    କଳକଣ୍ଠ କଣ୍ଠେ କହିଲା 
 ଦରଶନ ଦିଅ ସତୀ, ରାତି ପାହିଲା । @odiajagat @VAdkri @OdiaCulture @OdiaHistory @Odia_Pila @VAdkri @BBSRBuzz @odiakhati https://t.co/0cQzt8lxAi
https://twitter.com/shibashish_shre/status/1240457670668083200?s=19
ଅମୃତର ସେଇ ବିନ୍ଦୁ ଆଜି ଲୀନ ଅମୃତର ସେଇ ପରମ ସାଗରରେ । ଆଜିବି ଯେତେବେଳେ ସୂର୍ଯ୍ୟ ଉଏଁ ଅବା ସନ୍ଧ୍ୟା ଆସେ ଚଳଚଞ୍ଚଳ ହୁଏ ନଦୀର ଜଳ ଅବା ଯେତେବେଳେ ଶିହରିତ କରେ ପବନର ସ୍ପର୍ଶ ମନେ ପଡ଼ିଯାଏ ତାଙ୍କ ଆମର ପଦାବଳୀ ଆଉ ଏଇ ସବୁ କବିତାର ଆଇନାରେ ପ୍ରତିଫଳିତ ହୁଏ ଗୋଟିଏ ଚେହେରା , ସେହି ଚେହେରା ସ୍ବଭାବ କବି ଗଙ୍ଗାଧର ମେହେରଙ୍କର ।

ବରଗଡ଼ ଜିଲ୍ଲା ବରପାଲି ସହ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଚଢ଼େଇପଙ୍କ ଗ୍ରାମର ରହିଛି ଏକ ଅଲଗା ସଂପର୍କ ।ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରଥମ ପତ୍ନୀ ଶାନ୍ତା ଦେବୀଙ୍କ ମୃତ୍ୟୁ ପରେ ସେ କରିଥିଲେ ଦ୍ବିତୀୟ ବିବାହ ଏହି ଗ୍ରାମର ଚମ୍ପା ନାମ୍ନୀ ଜଣେ ବିଧବା ମହିଳାଙ୍କୁ ‌।@odiajagat @OdiaCulture @OdiaHistory @VAdkri @BBSRBuzz https://t.co/vQAHpnFAG8
https://twitter.com/shibashish_shre/status/1239926734029336576?s=19
ସୁବର୍ଣ୍ଣପୁର ଗଡ଼ଜାତ ରାଜ୍ୟର ରାଜକୀୟ ମୋହର । ଏହି ମୋହରରେ ୧୯୨୭ ମସିହା ବୋଲି ଲେଖାଯାଇଛି । ଏହି ସମୟରେ ସୁବର୍ଣ୍ଣପୁର ଗଡ଼ଜାତର ରାଜା ଥିଲେ ସାର୍ ଶ୍ରୀ ବୀର ମିତ୍ରୋଦୟ ସିଂହଦେଓ । @odiajagat @VAdkri @OdiaCulture @OdiaHistory @IndiaHistorypic @Odia_Pila @Subarnapur @SubarnapurC @BBSRBuzz @discoverbbsr https://t.co/aKZ1xzqnUw

ଓଡ଼ିଆ ଖାଦ୍ୟର ବିବିଧତା ମଧ୍ୟରେ ଏକ ନିଆରା ଖାଦ୍ୟ ହେଉଛି ଆମ ସମସ୍ତଙ୍କ ଅତିପ୍ରିୟ ପଖାଳ ।    
ସମସ୍ତେ ନିଜ ନିଜ ଘରେ ରହି ପଖାଳ ଦିବସରେ ପଖାଳର ଆନନ୍ଦ ନିଅନ୍ତୁ, ଅତି ଆବଶ୍ୟକ ନହେଲେ ଘରୁ ବାହାରନ୍ତୁନି ।
#PakhalaDibasa #ପଖାଳଦିବସ #IndiaFightsCorona https://t.co/mkDuEKRaYa
https://twitter.com/SamirMohantyBJP/status/1240883042140352512?s=19

ଆମ ଓଡ଼ିଆ ଜାତି ର ଗର୍ବ ଗୌରବ, ପ୍ରତି ଓଡ଼ିଆବାସୀ ଙ୍କ ପେଟ କୁ ଯିଏ ଚିହ୍ନେ, ଆମର ପାରମ୍ପରିକ ଖାଦ୍ୟ ପଖାଳ. ଆସନ୍ତୁ ଆଜି ପଖାଳ ଦିବସ ଉପଲକ୍ଷେ ଆମେ ସମସ୍ତେ ନିଜ ଘରେ ପଖାଳ ଦିବସ ପାଳନ କରିବା  #PakhalaDibasa https://t.co/j0zDBhNvV0
https://twitter.com/Gyana_Ranjan07_/status/1240884334095024129?s=19

ଦେ ମୋତେ ବାଇଆ କରି 
ଆରେ ମୋର ବାଇଆ ରଜା 
ଶୋଇବି ମୁଁ ପଖାଳ ଖାଇ 
ତୁ ତୋର ଖାଇବୁ ଖଜା 
ଦେ ମୋତେ ବାଇଆ କରି....
କାନ୍ତକବିଙ୍କ ଏଇ ଅମର ରଚନାର Original ଶୁଣନ୍ତୁ ଗୋକୁଳ ମହାନ୍ତିଙ୍କ କଣ୍ଠରେ
https://t.co/leT4n2An8j
#PakhalaDibasa
https://twitter.com/OdiaCulture/status/1240877321302597633?s=19

ମଙ୍ଗଳେ ଅଇଲା ଉଷା
ସ୍ଵାଦିଷ୍ଟ ପଖାଳ କଂସା, 
ଆଉ ବି ଅନେକ ଆଶା, 
ସାଥିରେ ନେଇ 
ମାର୍ଚ୍ଚ କୋଡିଏ ସକାଳ
ଚାଲ ଖାଇବା ପଖାଳ 
ଗଡି ଯାଉଅଛି ବେଳ  
ଭୋଜନ ପାଇଁ    
ପଖାଳ ଦିବସ ପାଳିବା 
ବିଶ୍ଵେ ପଖାଳର କୀର୍ତ୍ତି ପ୍ରସାରି ଦେବା 
#PakhalaDibasa
https://twitter.com/OdiaCulture/status/1240870568137654272?s=19

ଉଷା ମଙ୍ଗଳେ ଯୋଷା ରସି ରସ ପଖାଳ,
କାଞ୍ଜି ସାଥେ ଦିଏ ବଡ଼ି-ସନ୍ତୁଳା ରସାଳ ।
ଖଡ଼ା ଗୋଟାମୁଗ ବେସର ସାଥେ ଆମ୍ୱୁଲ,
ମଞ୍ଜିବଡ଼ି ବାଢ଼େ ଲାଜ୍ଜ ଚିବୁକେ ଢାଳି ଜଳ ।
ଆଳୁ ପୋଡ଼ି ଯୋଡ଼େ ରସ ସାଗର ସୁଧା,
ତୋରାଣି ଅମୀୟ ପାନେ ବିଚରଣ ବସୁଧା ।
#ପଖାଳଦିବସ #ପଲ୍ଲୀ_କବିତା
#ଭିନ୍ନ_ଏକ_ପରିଭାଷା 😊
 ।। ଜୟ ଜଗନ୍ନାଥ ।। 
https://twitter.com/JAY_JAGANNATH12/status/1240873126457565184?s=19

''Asa Jeevana Dhana...Mora Pakhala Kansaa'' by Kavichandra Kalicharan Patnaik summarizes the ethos and world view of this sould food of Odisha...so well sung by Balakrishna Das (1978)...also sung by Shyamamani Devi.... #PakhalaDibasa https://t.co/u4H28R7W1E
https://twitter.com/odiamelody/status/1240834559748362240?s=19
Perhaps this refers to this 1979 recording of the duo... https://t.co/duZZNOl0gH
They have a number of recordings with HMV... and other artistes are also there in the 78 RPM era...
The crux of the problem is that... these brittle records... were not preserved by many... and we have no idea how many odia shellacs were published for around seven decades ... but have come across a couple of daskathia ...




ଆସ ଜୀବନ ଧନ ମୋର ପଖାଳ କଂସା
ବୈଦ୍ୟନାଥ ରତ୍ନଶର୍ମା ଓ ଭୀମସେନ ଶତପଥିଙ୍କ ଗାୟନ
କବିଚନ୍ଦ୍ରଙ୍କ ରଚନା
ଏହି ଦାସକାଠିଆ ଗୀତ କମ ଶୁଣିବାକୁ ମିଳେ ଆଜିକାଲି
ପଖାଳ ଦିବସ ଶୁଭେଚ୍ଛା https://t.co/tsTiap7rdi
https://twitter.com/SuryadeoSurya/status/1240894510525079553?s=19
ନବକେଳି ବି ଥିଲା ସେ ଏଲ୍ ପି ରେକର୍ଡ ରେ। ଚମତ୍କାର ଗାୟନ। ପ୍ରଣାମ ସେମାନଙ୍କୁ।


Wow! Didn't know Dasakathia records were also made this way. ଭୋଜି ଖାଇଲି ବଡ଼ ମଜାରେ is Baidyanatha Ratnasarmma's own writing, set to a popular Odissi tune in Rāga Sankarābharana. (comparable to Brajaraja Tanaya of Apanna, although not exact. Apanna's differs by a few notes)
https://twitter.com/pattaprateek/status/1240946083938709504?s=19
କମଳା ପସରା ବାଳୀକି is Bhanja's poem ବଜାରବୋଲି describing a village market scene. It is a poem dense with innuendoes— କମଳା here has two connotations.
Fascinating. So earlier recordings of Odisha's indigenous performing arts do exist? Do we have any idea about the earliest recorded artists of various forms - Pala, Dasakathia, Prahallada Nataka and more.

ପିଉସୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ପୁତୁରା, ଗୁଣି ଗାରେଡି ସନ୍ଦେହ https://t.co/IhxKMpYImv
ଭଉଣୀକୁ ଲୁହାଛଡ଼ରେ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ଭାଇ ଗିରଫ https://t.co/zitpsjFURY
ବଦଳି ନ କରିବାରୁ ଅଫିସରଙ୍କ ଘରେ ନିଆଁ ଲଗାଇ ପିଅନ ଗିରଫ https://t.co/djlojZDuDJ
ମଦ ଦୋକାନ ଓ ବାର୍‌ରେ ସାନିଟାଇଜର୍‌ ଆଡ୍‌ଭାଇଜରି: ଧାଡ଼ି ବାନ୍ଧିଲେ ମଦ କିଣିପାରିବେ ଗ୍ରାହକ https://t.co/FM7GLssoKq
ପ୍ରଥମ ଦିନରେ ୫ ପ୍ରତିଶତ ମାଟ୍ରିକ ଖାତା ମୂଲ୍ୟାୟନ କଲେ ପରୀକ୍ଷକ https://t.co/4MAbx0A0Q9
କରୋନା ପାଇଁ ପୂର୍ବତଟ ରେଳପଥର ୧୨ ଟ୍ରେନ୍‌ ବାତିଲ https://t.co/EHNTzb5t3W
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ହେବ ଫ୍ଲୋର ଟେଷ୍ଟ, ଆସ୍ଥା ପୂର୍ବରୁ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ! https://t.co/c0R8etaXTD
ଏପ୍ରିଲ ୧୫ ପର୍ଯ୍ୟନ୍ତ ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ସ୍ଥଗିତ ରହିବ https://t.co/nkjk0Z6Ta8
ରାଜଧାନୀରେ କରୋନା ଭୟ: ଖାଁ ଖାଁ ଷ୍ଟେସନ, ଆହାର କେନ୍ଦ୍ର, ରାସ୍ତାଘାଟ https://t.co/MXmHK0y4eA
ମହିଳା ଓକିଲଙ୍କ କାହାଣୀ :  ଯିଏ ନିର୍ଭୟା ଦୋଷୀଙ୍କୁ ଦେଇଛନ୍ତି ଫାଶୀ, ପ୍ରଥମ ମାମଲାରେ ହିଁ ଜିତିଥିଲେ ହୃଦୟ… https://t.co/DQOK5KSDya
ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ରେ ଦୃତଗାମୀ ଟ୍ରକର   ସିରିଜ୍‌ ଦୁର୍ଘଟଣା: ଓଲଟିଲା କାର୍‌ ଓ ଟାଟାଏସି, ୩ ଗୁରୁତର https://t.co/ejvui0H10h
ଧାମରାରେ ଲାଗିଲା ପାଇପ୍‌ ବୋଝେଇ ୩ ଚୀନ୍‌ ଜାହାଜ, ସ୍ଥାନୀୟବାସିନ୍ଦାଙ୍କ ମଧ୍ୟରେ କରୋନାର କୋକୂଆ ଭୟ https://t.co/hVFy4pW0Mn
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ନେଲା ୧୩ ଜୀବନ https://t.co/vZwc0mwOGZ
ରାଜଧାନୀରେ ଲଞ୍ଚ ହେଲା ବଜାଜ୍‌ର ବିଏସ୍‌-୬ ଅଟୋ: ଡିଜେଲ, ପେଟ୍ରୋଲ ଓ ସିଏନ୍‌ଜି ସଂସ୍କରଣରେ ହେବ ଉପଲବ୍ଧ https://t.co/wT6KTkS8Sa
କରୋନା ଭୟରେ ବିଦେଶୀ ନାଗରିକଙ୍କୁ ହୋଟେଲରେ ମିଳିଲାନି ରୁମ୍‌, ଆଇଜି ପାର୍କ ନିକଟରୁ ଉଦ୍ଧାର କରି ଘରକୁ ପଠାଇଲା ପ୍ରଶାସନ https://t.co/JMXMpjy5jO
ନିର୍ଭୟାଙ୍କୁ ମିଳିଲା ନ୍ୟାୟ : କେଜ୍ରିୱାଲଙ୍କଠାରୁ ଆରମ୍ଭ କରି ଅନ୍ୟ ନେତାଙ୍କ ପର୍ଯ୍ୟନ୍ତ ଆସିଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା… https://t.co/Nq9Ro0gqYb
ପୁଣି ବଡଗଡ଼ ସବ୍‌ଜେଲ୍‌ରେ ଗଡ଼ବଡ଼: ନକଲି ରିଲିଜ୍‌ ଅର୍ଡର ଦେଖାଇ ୨ ବିଚାରଧୀନ କଏଦି ଫେରାର, ଧରିପାରିଲେନି ଜେଲ୍‌ କର୍ତ୍ତୃପକ୍ଷ https://t.co/suQj7sESiG
୭ବର୍ଷ, ୩ମାସ ୪ଦିନ ପରେ ନ୍ୟାୟ ମିଳିଲା ନିର୍ଭୟାଙ୍କୁ : ଫାଶୀ ଖୁଣ୍ଟରେ ଝୁଲିଲେ ୪ଜଣ ଦୁଷ୍କର୍ମକାରୀ, ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ https://t.co/vUoksXFI20
ଫାଶୀ ଏକ ଘଣ୍ଟା ପୂର୍ବରୁ ନିର୍ଭୟା ଦୋଷୀଙ୍କୁ …… https://t.co/J6GGvMFEDuଫାଶୀ-ଏକ-ଘଣ୍ଟା-ପୂର୍ବରୁ-ନିର/
ଫାଶୀ ପୂର୍ବରୁ  କିପରି ଥିଲା ଦୋଷୀଙ୍କ ଅବସ୍ଥା ସୂଚନା ଦେଲେ ଜେଲ୍ ଅଧିକାରୀ https://t.co/J6GGvMFEDuଫାଶୀ-ପୂର୍ବରୁ-କିପରି-ଥିଲା-ଦ/
ନିର୍ଭୟାଙ୍କ ମା’ ଭୋ ଭୋ ହୋଇ କାନ୍ଦି ଉଠି କହିଲେ- ‘ମୁଁ ଝିଅର ଫଟୋକୁ ଆଲିଙ୍ଗନ କରି କହିଲି ଆଜି ତୁମକୁ…’ https://t.co/UKB4bP9BD3
ଭାରତରେ କାୟା ମେଲାଉଛି କରୋନା: ୫ ଦିନରେ ରୋଗୀ ସଂଖ୍ୟା ୨ ଗୁଣ, ୧୮୮ ଆକ୍ରାନ୍ତ ଚିହ୍ନଟ,୪କୁ ବୃଦ୍ଧି ହେଲା ମୃତ୍ୟୁ ସଂଖ୍ୟା https://t.co/MNWZM78vCC
କରୋନାର ଆତଙ୍କ: ଇରାନରେ ଜୀବନ ହାରିଲେ ପ୍ରଥମ ଭାରତୀୟ https://t.co/cED3FMOZhE
କାମସୂତ୍ର ଫିଲ୍ମ ଅଭିନେତ୍ରୀ ଇନ୍ଦିରା ବର୍ମା କରୋନାରେ ଆକ୍ରାନ୍ତ https://t.co/aUO5ziKhKz
କରୋନା ପାଇଁ ରାଜଧାନୀର ଶ୍ରୀରାମ ମନ୍ଦିରରେ ଦର୍ଶନ ବନ୍ଦ https://t.co/5S2qCC1jfk
୨୩ ଯାଏଁ ଓଡିଶାରେ କାଳବୈଶାଖୀ ସମ୍ଭାବନା https://t.co/6sh5Qd5tPt
ଆଜିଠୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାତ୍ରୀ ମନା https://t.co/AcRW15YPOa
ଶ୍ରୀମନ୍ଦିରରେ କରୋନା କଟକଣା: ଆଜି ଠାରୁ କାଳିଆ ଦର୍ଶନ ବନ୍ଦ,ଜାରି ରହିବ ନୀତିକାନ୍ତି https://t.co/AWsTrcby3v
ଶ୍ରୀମନ୍ଦିର ଜଳିଗଲା ପତିତପାବନ ବାନା, ବେଢ଼ାରେ ପଡ଼ିଲା ନିଆଁ ଝୁଲ https://t.co/weA2kOxBZT
୨୨ ମାର୍ଚ୍ଚରୁ ଦେଶରେ ଲ୍ୟାଣ୍ଡ କରିବନି କୌଣସି ଅନ୍ତର୍ଜାତୀୟ ଫ୍ଲାଇଟ୍ https://t.co/aaDRPI1Q5X
‘ଜନତା କର୍ଫ୍ୟୁ’କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, ମିମ୍ସ ଭାଇରାଲ https://t.co/qMX0Ogl7II
ଐଶର୍ଯ୍ୟାଙ୍କ ଭଳି ଦେଖାଯାଉଥିବା ଏହି ଅଭିନେତ୍ରୀଙ୍କୁ ଦେଖି ସମସ୍ତେ ଖାଉଛନ୍ତି ଧୋକ୍କା… https://t.co/hGsScSqmzq
ପୁଞ୍ଜି ବଜାରରେ କରୋନା ତାଣ୍ଡବଲୀଳା ଜାରି: ୪ଟି କାରବାରରେ ୨୦ ଲକ୍ଷ କୋଟି ଘାଟା, ଆଗକୁ ଆହୁରି ଭୟଙ୍କର ସ୍ଥିତି https://t.co/5UcMUnq1vp
ଏକତରଫା ପ୍ରେମ ନିବେଦନ କରି ବନ କର୍ମଚାରୀ ଗିରଫ https://t.co/J6GGvMFEDuଏକତରଫା-ପ୍ରେମ-ନିବେଦନ-କରି-ବ/
ଯୁବତୀଙ୍କୁ କରୋନା କମେଣ୍ଟ ମାରିବାକୁ ନେଇ ତୁମୁଳକାଣ୍ଡ, ୨ଯୁବକ ନାଁରେ ଏତଲା https://t.co/CkfltNyMCS
ସ୍ତ୍ରୀକୁ ମିଛ କହି ପ୍ରେମିକା ସହ ଯାଇଥିଲେ ଇଟାଲୀ,ଏବେ କରୋନାରେ ସଂକ୍ରମିତ ହେବା ପରେ ଧରା ପଡିଗଲେ ମିଛୁଆ ସ୍ବାମୀ https://t.co/VRIFibEpu4
କରୋନା ପାଇଁ ଡ୍ୟାନ୍ସ ବାରରେ ଚଢ଼ଉ, ୧୦ ଡ୍ୟାନ୍ସର ଉଦ୍ଧାର https://t.co/jsT8pm9ZnJ
୩ କୋଟିର ବ୍ରାଉନସୁଗର ଜବତ: ୨ଗିରଫ, ଜଣେ ଫେରାର https://t.co/LMYs7fFmkq
ଚିନ୍ତାବ୍ୟକ୍ତ କଲେ ସୁପ୍ରିମକୋର୍ଟ ବିଚାରପତି: ଏହା କଳିଯୁଗରେ ଆମେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛେ  କିନ୍ତୁ ଭାଇରସ ସହ ଲଢ଼ି https://t.co/unVWQSGsVT
ଅଭିଶପ୍ତ ‘ଟୋକିଓ ଅଲିମ୍ପିକ୍ସ’! ପ୍ରତି ୪୦ ବର୍ଷରେ ବିଶ୍ବରେ ଦେଖା ଦେଉଛି ଶଙ୍କଟ https://t.co/J6GGvMFEDuଅଭିଶପ୍ତ-ଟୋକିଓ-ଅଲିମ୍ପିକ୍/
ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ତ୍ରୁଟି: ୩ ବର୍ଷ ପରେ ମହିଳାଙ୍କ ପେଟରୁ ବାହାରିଲା ତୁଳା, ସୂତା https://t.co/Qy5f0Xyk56
ବାଙ୍କୀ ଡବଲ୍‌ ମର୍ଡର ମୁଖ୍ୟ ଅଭିଯୁକ୍ତ ଭ୍ରମର ଗିରଫ https://t.co/kW0C3TXECU
ହୋଟେଲରେ ଚଢ଼ାଉ : ୯ ଦାଦନ ଶ୍ରମିକ ଉଦ୍ଧାର, ରଖାଯିବ ଆଇସୋଲେସନରେ https://t.co/ZXe4infrWa
ପ୍ରତି ନାଗରିକକୁ ୧୦୦୦ ଡଲାର ଦେବ ଆମେରିକା: ଆଗାମୀ ୧୮ ମାସ ଯାଏଁ ଦେଖିବାକୁ ମିଳିବ କରୋନା ପ୍ରଭାବ https://t.co/J6GGvMFEDuପ୍ରତି-ନାଗରିକକୁ-୧୦୦୦-ଡଲାର/
ଫିଲ୍ମର ନାଁ ‘କରୋନା ପ୍ୟାର  ହୈ’ …କଡ଼ା ସମାଲୋଚନା କଲେ ରାକେଶ ରୋଶନ , କହିଲେ ଏ ପରିସ୍ଥିରେ ଏହା ପରିହାସ https://t.co/1z19tlKz0F

No comments:

Post a Comment