Thursday 19 March 2020

ରାଖାଲ ମହାନ୍ତି, ରାଧାକୃଷ୍ଣ ଭଞ୍ଜ, ଓ ସରୋଜ ପଟ୍ଟନାୟକ

ଓଡ଼ିଆ କଥାଚିତ୍ର

ରାଖାଲ ମହାନ୍ତି

ରାଧାକୃଷ୍ଣ ଭଞ୍ଜ ୬ଟି କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ସେସବୁ ହେଲା:

କଥାଚିତ୍ରମୁକ୍ତିଲାଭ ବର୍ଷ
ସହର ଜଳୁଚି୧୯୯୮
ମୋ କାହ୍ନୁରେ୧୯୭୬
କିଏ ପୋଛି ଦେବ ମା’ ଆଖିର ଲୁହ୧୯୯୯
ସାଗର ଗଙ୍ଗା୧୯୯୪
ମାନିନୀ୧୯୭୯
ଅଭିମାନ୧୯୭୬

ସରୋଜ ପଟ୍ଟନାୟକ - ଅଭିମାନ ଚଳଚ୍ଚିତ୍ରରେ ପ୍ରଯୋଜକ ଗଣେଷ ଚନ୍ଦ୍ର ଜିଉ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

Odia Wikipedia
Odia Cinema

No comments:

Post a Comment