Thursday 19 March 2020

ଭାନୁମତୀ, ମଣିମାଳା, ଓ ଲୀଳା ଦୁଲାଳୀ

ଭାନୁମତୀ, ମଣିମାଳା,  ଲୀଳା ଦୁଲାଳୀ

୧୯୫୬ ମସିହାରେ ଭାଇ ଭାଇ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଲୀଳା, ୧୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]

ଅଭିନୀତ ଓଡ଼ିଆ କଥାଚିତ୍ର 

କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
କାବେରୀ୧୯୮୩ରବି କିନ୍ନାଗୀ
ଗୌରୀ୧୯୭୯ପ୍ରଶାନ୍ତ ନନ୍ଦ
ବନ୍ଧୁ ମହାନ୍ତି୧୯୭୭ନିତାଇ ପାଲିତ
ବନ୍ଧନ୧୯୬୯ନିତାଇ ପାଲିତ
କିଏ କାହାର୧୯୬୮ନିତାଇ ପାଲିତ
ସାଧନା୧୯୬୪ପ୍ରଭାତ ମୂଖାର୍ଜୀ
ଭାଇ ଭାଇ୧୯୫୬ନିତାଇ ପାଲିତ



ମଣିମାଳା

ଭାନୁମତୀ

No comments:

Post a Comment