Thursday 19 March 2020

ରାଖାଲ ମହାନ୍ତି, ଚିତ୍ତ ଜେନା, ଓ ସୁନନ୍ଦା ପଟ୍ଟନାୟକ

କାମ ତ ଆରମ୍ଭ ହୋଇଥିଲା ୨୫ ଅକ୍ଟୋବର ୨୦୧୫ରୁ @MKar_Odia ଯେତେବେଳେ ଭାଇ କହିଥିଲେ, ମାତ୍ର ତ୍ୱରାନ୍ୱିତ ହୋଇଥିଲା ୧୩ ଜୁଲାଇ ୨୦୧୭ରୁ, ଯେତେବେଳେ ଓଡ଼ିଆ କଥାଚିତ୍ର ଜଗତ ଉପରେ #100wikidays ଆରମ୍ଭ କଲି ।
ସେଇଥିପାଇଁ ତ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ ଆଉ ଅଗକୁ ଚାଲିବ ମଧ୍ୟ
ତେଣିକି -୨୫ ଟା -୨୫୦ ହେଲେ ବି
https://t.co/8ZOaUDI1rS
https://twitter.com/ssgapu22/status/1119626936941105152?s=19
ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆ ସିନେମା ଉପରେ ଥିବା ଉଇକିପ୍ରକଳ୍ପ ଜରିଆରେ କିପରି  ଅଧିକରୁ ଅଧିକ ସିନେମା ସମ୍ବନ୍ଧିତ ପ୍ରସଙ୍ଗ ଲେଖିବେ ସେ ଯୋଜନା କଥା କଥା ବଖାଣୁଛନ୍ତି  ଉଇକିଆଳି @ssgapu22  । ଉଇକିପିଡ଼ିଆରେ ଆପଣ ମଧ୍ୟ ଭାଗନେଇ ସମ୍ପାଦନା କରିପାରିବେ ।  କେମିତି ଭାଗନେବେ ଦେଖନ୍ତୁ: https://t.co/W5jUddcfbg #ଓଡ଼ିଆ https://t.co/0uf6KRQ06M
https://twitter.com/OdiaWiki/status/1119568125484081153?s=19

ରାଖାଲ ମହାନ୍ତି ଚାଲିଗଲେ! ଜଣେ ଶାସ୍ତ୍ରୀୟ ସଙ୍ଗୀତ ନିର୍ଦ୍ଦେଶକ ଓ ଗୁରୁ ଭାବେ ସେ ଯେତେ ଜଣାଶୁଣା ଲଘୁ ସଙ୍ଗୀତକୁ ଜନପ୍ରିୟ କରିବାରେ ତାଙ୍କର ସେତିକି ଭୂମିକା । ଅଶ୍ରୁଳ ଶ୍ରଦ୍ଧାଞ୍ଜଳି! 🙏 https://t.co/l2sgXfHIHv (ଫଟୋ: @pattaprateek) https://t.co/UahLF0w8WW
https://twitter.com/OdiaWiki/status/1117635513496694784?s=19
"ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର", "ରୂପ ହୋଇଥିବ ଲାବଣ୍ୟବତୀ", "ମାଣିକ ଆଲୋ ମାଣିକ" ଆଦି ଜଣାଶୁଣା ଗୀତର ଶିଳ୍ପୀ ଚିତ୍ତ ଜେନାଙ୍କର ଆଜି ସକାଳେ କଟକଠାରେ ଦେହାନ୍ତ ହୋଇଯାଇଛି । ଆମେ ସମସ୍ତେ ତାଙ୍କର ଅଭୁଲା ଗୀତକୁ ଗୁଣୁଗୁଣଉ ଥିବୁ । https://t.co/etpnqrm7hO #ChittaJena https://t.co/BNpj9KZFkz
https://twitter.com/OdiaWiki/status/1062196143118057472?s=19
ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ ହେମା ନୂଆଖାଇ ଭେଟ୍ ସଂସାର ଡୋର୍ ଥି ବନ୍ଧା ହୋଇଥିମା ଗାଁ ଯାକର ହେଇ ମେଟ୍ ।।
ନୂଆଁଖାଇ ବା ନୂଆଖାଇ ବାବଦରେ ଆସନ୍ତୁ ଅଧିକ ଜାଣିବା: https://t.co/FQufqdoECl
#ନୂଆଖାଇ #NuaKhaiJuhar https://t.co/IdqSNfIOze
https://twitter.com/OdiaWiki/status/1040493663447592960?s=19
ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗସବୁ ଲେଖେ କିଏ? ଏଥିରେ ନିୟମିତ ଲେଖୁଥିବା ସ୍ୱେଚ୍ଛାସେବୀ ସମ୍ପାଦକଙ୍କ ଭିତରୁ @soumendrakumar ଅନ୍ୟତମ । "କୁଶଭଦ୍ରା ନଦୀ"ରୁ ଆରମ୍ଭ କରି ବ୍ଲାକ ହୋଲର ଛବି ଉପରେ କାମ କରିଥିବା ବୈଜ୍ଞାନିକ "କେଟି ବଉମ୍ୟାନ" ଭଳି ଅନେକ ପ୍ରସଙ୍ଗରେ ତାଙ୍କ ସମ୍ପାଦନା ବାରି ହୋଇପଡ଼େ । ତାଙ୍କ ମୁହଁରେ ତାଙ୍କ ନିଜ କାହାଣୀ https://t.co/HLaD4xAbCX
https://twitter.com/OdiaWiki/status/1119184639883526146?s=19
"୨୦୧୫ରେ "ସମ୍ବାଦ"ରେ ଏକ ଆଲୋଚନା ବେଳେ କହିଲି ଯେ ଓଡ଼ିଆରେ ଉଇକିପିଡ଼ିଆ ଭଳି ପ୍ରକଳ୍ପର ଅଭାବ ରହିଛି । ତେବେ ସମ୍ବାଦ ତରଫରୁ ଅସିତ ମହାନ୍ତି, ଗୌରହରି ଦାସ ପ୍ରମୁଖ ଜଣାଇଲେ ଯେ  @OdiaWiki  କିଛି ବର୍ଷ ହେଲାଣି ସକ୍ରିୟ । ଇଣ୍ଟରନେଟରେ ସକ୍ରିୟ ନଥିବା ଲୋକଙ୍କ ପାଇଁ ଅଧିକ ପ୍ରଚାର ଲୋଡ଼ା" - ଭାଷାବିଦ୍ ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ https://t.co/V1BsDOHNmO
https://twitter.com/OdiaWiki/status/1182545354056593408?s=19
ନିକଟରେ ଓଡ଼ିଆ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କୁ ଆମର ଅନେକ ଶ୍ରଦ୍ଧାଞ୍ଜଳି  । ତେବେ ତାଙ୍କ ପ୍ରସଙ୍ଗରେ ଯୋଡ଼ିବା ପାଇଁ ଖୋଲା ଲାଇସେନ୍ସରେ ଥିବା ତାଙ୍କ ପଟୋଟିଏ ଆମେ ପାଇଲୁ ନାହିଁ । ନିଜେ ଉଠେଇଥିବା ଫଟୋ କାହା ପାଖେ ଅଛି କି? https://t.co/9s5UrGIpB6
ଭାରତର ରାଷ୍ଟ୍ରପତି ପ୍ରଦତ୍ତ ମହର୍ଷି ବଦ୍ରାୟଣ ବ୍ୟାସ ସମ୍ମାନରେ ସମ୍ମାନୀତ ଓଡ଼ିଆ ଗବେଷକ ଡ. ସୁବ୍ରତ ପୃଷ୍ଟିଙ୍କୁ ଅଭିନନ୍ଦନ । ତାଙ୍କର ଦୁଇଟି ବହି "ଜାତି ଜାଗୃତି ଓ ପ୍ରଗତି" ଓ
"ଭାଷା ଓ ଜାତୀୟତା" ଓଡ଼ିଆ ଉଇକିପାଠାଗାରରେ ସ୍ଥାନୀତ: https://t.co/WelgPPT42F
ବିଶ୍ୱରେକର୍ଡ ସୃଷ୍ଟି କଲେ ଓଡ଼ିଆ ପୁଅ ସଂଗ୍ରାମ । ଦୁଇ ବର୍ଷ ଧରି ଓଡ଼ିଆ ୱିକିରେ ପ୍ରତିଦିନ ଉପସ୍ଥାପନ କରିଛନ୍ତି ବିଭିନ୍ନ ପ୍ରସଙ୍ଗ । https://t.co/NsCwh1nGf9 #SangramKeshariSenapati #Odisha #OdiaWiki https://t.co/RfwkeN8wCd
ଓଡ଼ିଶାର ବିବିଧ ଶାଢ଼ୀପିନ୍ଧା । ଏ ଛବିରେ #ସମ୍ବଲପୁର, #କୋରାପୁଟ, #କଟକ ଓ #ବାଲେଶ୍ୱର ର ପିନ୍ଧା ଶୈଳୀ ସ୍ଥାନୀତ ।🏢ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର (📷 @subhapa / CC-BY-SA-3.0) #SareeTwitter #ଓଡ଼ିଶା #ଶାଢ଼ୀ https://t.co/80unktexeP
ନିଜର ହାସ୍ୟ ଅଭିନୟଦ୍ୱାରା ବର୍ଷ ବର୍ଷ ଧରି ଓଡ଼ିଶାବାସୀଙ୍କ ହୃଦୟରେ ସ୍ଥାନ ପାଇଥିବା ଅଭିନେତା ସଲିଲ ମିତ୍ର ଆଉ ନାହାଁନ୍ତି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ତାଙ୍କ ବିଷୟରେ ଅଧିକ ଜାଣିବାକୁ ପଢ଼ନ୍ତୁ: https://t.co/cKfZiOQnBT
[PC: @chinumishra007] #SalilMitra https://t.co/wm1mpEf4HE
ପ୍ରମିଳା ବିଶୋଇ ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି ଓ କେବଳ ଓଡ଼ିଆ କହି ଶିଖିଛନ୍ତି । ଏକ ସାଧାରଣ, ସ୍ୱୟଂ ସହାୟକ ଗୋଷ୍ଠୀରୁ ସିଧାସଳଖ ଲୋକ ସଭା ସାଂସଦ ହୋଇଥିବା ଏହି ମହିଳାଙ୍କ ବିଷୟରେ ଅଧିକ ଜାଣିବାକୁ ପଢ଼ନ୍ତୁ https://t.co/Yp9Fa3BWpo 
#ପ୍ରମିଳାବିଶୋଇ @Naveen_Odisha @bjd_odisha #PramilaBisoi #PramilaBishoyi https://t.co/LSK8CWFY3G
ଓଡ଼ିଶାର ତଥା ଭାରତର ପୁର୍ବାଞ୍ଚଳର ପ୍ରଥମ ମହିଳା ଏଭେରେଷ୍ଟ ଆରୋହଣକାରୀ କଳ୍ପନା ଦାଶ ଆଉ ନାହାନ୍ତି  । ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । (ଛବି: @KalpanaDash)  #KalpanaDash #Odisha #Everest2019
https://t.co/FOdeYVoSqM https://t.co/OuGaCGTrbd

#ପଣ୍ଡିତରଘୁନାଥମୁର୍ମୁ ଅଲ ଚିକି ଲିପିର ଜନକ ନାମରେ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ #ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଧିକ ଜାଣିବାକୁ ପଢ଼ନ୍ତୁ: https://t.co/mIwOeE69ji
#ଅଲଚିକିଲିପି #ᱯᱚᱸᱰᱮᱛᱨᱟᱹᱜᱷᱩᱱᱟᱛᱢᱩᱨᱢᱩ #ଗୁରୁଗୋମକେ https://t.co/5pShxrZXg9
୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ "ଭାଗବତ ଟୁଙ୍ଗୀରେ ସନ୍ଧ୍ୟା" ଶୀର୍ଷକରେ ପ୍ରବନ୍ଧ ଲେଖିବା ସେ ଆରମ୍ଭ କରିଥିଲେ ଏବଂ ଏହା ହେଉଛି ଲେଖକଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା । ତାଙ୍କ ଦ୍ୱାରା ରଚିତ "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ" ଯୋଗୁଁ ସେ ଆଜି ସୁପ୍ରସିଦ୍ଧ । ପଢ଼ନ୍ତୁ: https://t.co/XayCgXWo21
୨୦୦୩ ଏସିଆ କପ ଫାଇନାଲରେ ପାକିସ୍ଥାନକୁ ହରେଇ ଭାରତକୁ ଚାମ୍ପିୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଓଡ଼ିଶାର ହକି ଖେଳାଳି ପଦ୍ମଶ୍ରୀ ଇଗ୍ନେଶ ତିର୍କିଙ୍କୁ ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ ।
ଅଧିକ ଜାଣିବାକୁ ପଢ଼ନ୍ତୁ: https://t.co/StwulOx0d5
#ହକି #ପଦ୍ମଶ୍ରୀ #ଏକଲବ୍ୟପୁରସ୍କାର #ଅର୍ଜୁନପୁରସ୍କାର
ଫଣୀ ଘୂର୍ଣ୍ଣିବାତ୍ୟା ଉଭୟ ୨୦୧୯ ମସିହାର ଓ ୧୯୯୯ ମହାବାତ୍ୟା ପରର ସବୁଠୁ ଭୟଙ୍କର ବାତ୍ୟା । ସମସ୍ତେ ସଜାଗ ରହିଥିବେ । ନିକଟରେ ମିଳିଥିବା ପ୍ରଭାବିତ ଅଞ୍ଚଳର ଏକ ଭିଡ଼ିଓ ଓ ଅଧିକ ଉପାଦେୟ ତଥ୍ୟ ସହ: https://t.co/PotxwR60Z4
(ଭିଡ଼ିଓ: @ssgapu22/CC-BY-SA 3.0) #CycloneFani #Fani #ଫଣୀ https://t.co/NXtWkMRNJO
ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିବା ସବୁ ମହିଳା ବିଧାୟିକାମାନଙ୍କର ପ୍ରସଙ୍ଗ ଏବେ ଓଡ଼ିଆ ଉଇକିପିଡ଼ିଆରେ |
@ssgapu22 ଙ୍କ ଅବିରତ ଉଦ୍ୟମ ପାଇଁ ଧନ୍ୟବାଦ!
👭👩‍⚕️ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଉଇକପିଡ଼ିଆରେ ତଥ୍ୟ ଅଳ୍ପ! ଅକ୍ଟୋବର ମାସ ସାରା ଆମେ ଏ ବାବଦରେ ଲେଖୁଛୁ । ଏହି ପ୍ରସଙ୍ଗଗୁଡ଼ିକ ଉନ୍ନତ କରିବା ପାଇଁ 👉 ଆମ ସହ ଯୋଗ ଦିଅନ୍ତୁ! https://t.co/P2Vf1Tgj25 👈 #WWWW2018 #100usergroups https://t.co/2Rwi18R57h
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମତିଥିରେ ତାଙ୍କୁ ଆମର ଓଳଗି! #UtkalaMani  https://t.co/3KgQyprLOQ https://t.co/O7toO9zICe

କୋଇଲି, କେଶବ ଯେ ମଥୁରାକୁ ଗଲା,
କାହା ବୋଲେ ଗଲା ପୁତ୍ର ବାହୁଡି ନଇଲା ଲୋ, କୋଇଲି ।
କୋଇଲି, ଖଣ୍ଡକ୍ଷୀର ଦେବି ମୁଁ କାହାକୁ,
ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ, କୋଇଲି ।
କେଶବ କୋଇଲି ୧୩ଶ ଶତକରେ କବି ମାର୍କଣ୍ଡ ଦାସଙ୍କ ରଚିତ ଏକ ଓଡ଼ିଆ କୋଇଲି ବା ପଦାବଳୀ ।
https://t.co/H7ZMNs4eq4
ଅଖିଳ ଦାସ ଓଡ଼ିଆ ଉଇକିପିଡ଼ିଆରେ ମଧ୍ୟ କିଛି ସମୟ ପାଇଁ ସକ୍ରିୟ ଥିଲେ । ତାଙ୍କୁ ଆମର ଗଭୀର ଶ୍ରଦ୍ଧାଞ୍ଜଳି! 🙏 https://t.co/1wEgsw8liv  https://t.co/J78ofjP5bo
The first Indic language Wikipedia, #OdiaWikipedia has completed 17 years today. Congratulations and thanks for all the support. @jimmy_wales @CMO_Odisha @Wikipedia @Wikimedia @wikimediaindia 
#17YearsOfOdiaWikipedia https://t.co/UrQvIIMnPk

On his birth/death anniversary, let's remember the Bard. Romeo & Juliet was the first Shakespearean work to be translated to Odia in 1908 by Jagannath Ballav Ghose. But it's Dr  Mansingh's 1959 translation of Othello that is considered a milestone in Odia translation literature https://t.co/QdbujgQNsQ
https://twitter.com/OdiaCulture/status/988236533693005824?s=19
A good overview of Shakespeare and Odia literature through comparison of Dr Mansingh's work and another translation of Hamelt in 1934 by A K Bandopadhyay https://t.co/tkx2Gtk9bm

ଶାସ୍ତ୍ରୀୟ ସଙ୍ଗୀତଜ୍ଞ ସ୍ବର୍ଗତଃ #ସୁନନ୍ଦା_ପଟ୍ଟନାୟକଙ୍କ ପାଇଁ ବୁଧବାର ରାଜ୍ୟସ୍ତରୀୟ ଶୋକସଭା ପାଳନ କରାଯିବ। ତାଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର ପ୍ରତିଷ୍ଠା କରାଯିବ।
#SunandaPattnaik
https://t.co/B6ogjYABGD https://t.co/IuL3S9zzkW
https://twitter.com/ETVBharatOD/status/1222211800067796992?s=19

No comments:

Post a Comment