Friday 16 October 2020

ବିଚ୍ଛନ୍ଦ ଚରଣ ପଟ୍ଟନାୟକ, ଶରତ କର, ଓ ବୈକୁଣ୍ଠ ନାଥ ପୂଜାରୀ

ଗୁରୁ ଦେବ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ଙ୍କୁ ଅନୁସରଣ କରି ମୁଁ କଳିଙ୍ଗ ଭାରତୀ ରେ ସାମିଲ ହେଲି, ମୋ ପଛେ ପଛେ ଶ୍ରୀମାନ ଶରତ କର ଓ ଡାକ୍ତର କବି ପ୍ରସାଦ ମିଶ୍ର ଏହି ଅନୁଷ୍ଠାନ ର ସମର୍ଥ ନାୟକ ଭାବେ ସ୍ଥାପିତ ହେଲେ , ଦୁଃଖ ର କଥା ଆଜି ସେ ଦୁଇ ଜଣ ନାହାଁନ୍ତି. କଳିଙ୍ଗ ଭାରତୀ ର ଘୋର ଦୁର୍ଭାଗ୍ୟ !#KalingaBharati #Saratkumarkar https://t.co/zdLL9F7EOx
https://twitter.com/RajatKar_Odisha/status/1316816082838056960?s=19
ଓଡ଼ିଶା ର ଅଗଣିତ ଜନତା 'ରଜତ-ଶରତ' ର ଯେଉଁ ଯୋଡି କୁ ଏତେ ଆଦର ଓ ସ୍ନେହ ଦେଇଛନ୍ତି ଦୀର୍ଘ ୮୦ ବର୍ଷ ର ସମ୍ପର୍କକୁ ପଛରେ ପକେଇ ବଡ଼ ଥାଉଁ ଥାଉଁ ସାନ ଚାଲିଗଲା.ସମୟ ର କ୍ରୁରତା ହେଉ ବା ଶରତ ର ଦୁର୍ଭାଗ୍ୟ ନିରାଡ଼ମ୍ବର ଭାବେ ହେଲା ତାର ଶେଷ ଯାତ୍ରା, ହତାସା ରେ ଦୁଇ ହାଥ ଟେକି ଜାତି ଉଦେଶ୍ୟ ରେ କହିଥିଲି " ଜାତି ତାକୁ ଉଛିତ ସମ୍ମାନ ଦେଉ" https://t.co/WJ6SfNGtAh
ଓଡ଼ିଶାର ବିଶିଷ୍ଟ ରାଜନେତା, ସାହିତ୍ୟିକ ଗଣ ଓ ବିଶେଷ ଭାବେ ମାହାଙ୍ଗା ର ସାଧନରଣ ଜନତା ଠୁ ଆରମ୍ଭ କରି ବହୁ ବୁଦ୍ଧି ଯିବି ଙ୍କ ମନ ରେ ଏହି ଆଘାତ ଓ ତାଙ୍କର ଶରତ ଲାଗି ସ୍ନେହ ହିଁ ଶରତ ର ପ୍ରକୃତ ପ୍ରାପ୍ୟ , ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି @NPatnaikOdisha @otvnews @SamajaThe https://t.co/o9xAz1TiaK

My tribute to Sarat Kakei-jeje ... hope you all read this. Thank you for standing by the family in this hour if grief #SaratKumarKar @RajatKar_Odisha @sobhanpoonam @TOIIndiaNews @IndianExpress @OrissaPOSTLive @MiLOKMAT @TheDailyPioneer 
https://t.co/UiLs3DR5MF
https://twitter.com/DrAnsumanKar/status/1316643015696347138?s=19

ଓଡ଼ିଆ ଭାଷା ସାହିତ୍ୟର ସଂଗ୍ରାମୀ, କର୍ମ ବୀର ବୈକୁଣ୍ଠ ନାଥ ପୂଜାରୀଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ । ତାଙ୍କ ପ୍ରଚେଷ୍ଟା ଯୋଗୁଁ ସମ୍ବଲପୁରରେ ହିନ୍ଦୀ ହଟି ଓଡ଼ିଆ ହୋଇଥିଲା ସରକାରୀ ଭାଷା ।
https://t.co/O0DPkzQY2D
ଜାଣିବା ତାଙ୍କ ବିଷୟରେ 👆👆
@BBSRBuzz @odiajagat @kalingaheritage @teamglowo https://t.co/QqDRo2mgd0
https://twitter.com/Shibashish_M/status/1316730171253293061?s=19
The irony is that many people from these regions don't know about such unsung heros 😓😓

He is one of the unsung heroes for whom all of us should be proud of - not just people of that region. 
There are many such in Sambalpur and Ganjam (both undivided). We must let people know about them. @VAdkri
https://twitter.com/OdiaCulture/status/1316733620506128385?s=19

Thanks for posting our family pride. He was eldest brother of my grandfather late Dr Janardan Pujari. Baikuntha badkhabapa was 1st graduate of Sambalpur. He was extra assistant commissioner of central province at Nagpur and died at the young age of 27 today in 1903. Naman 🙏
https://twitter.com/PujariDipak/status/1316775604985896960?s=19

Singer Geeta Dash did her early recordings with Prafulla Kar...’Naee Pani Duku Duku...’ (1982)... was a satire against dowry system... sung by Geeta Dash and Prafulla Kar...written and composed by Prafulla Kar.... https://t.co/9aVZgS4dSc
https://twitter.com/odiamelody/status/1316612680371695616?s=19

''Kie Jite Kie Hare''(1980) was a successful multi-starrer with popular songs composed by Akshaya Mohanty....songs were written both by him and Sirsananda Das Kanungo...Akshaya Mohanty also acted in the movie.... https://t.co/77EEp6U2tz
https://twitter.com/odiamelody/status/1316412462648836096?s=19

Yes...Prafulla Singh Deo was the man behind.. establishing ‘Jhumar’ as a separate genre in the AIR... thereby popularising it....
https://twitter.com/odiamelody/status/1316169118370783232?s=19
Prafulla Kumar Singh Deo is amongst the first few Odia playbacks who lent their voice for movies. Starting with 'Lalita'(1949), he sang for 'Rolls-2-8', 'Saptasajya'(1951).'Chalare Pathuki..' ..written by Kavichandra...he acted and did the playback for this sequence in 'Lalita'.. https://t.co/93KEfsYkFU
https://twitter.com/DandapaniSatap1/status/1316071397731569667?s=19

ଓଡ଼ିଆ ଭାଷାର ପ୍ରଥମ ଦଳିତ ଆତ୍ମଜୀବନୀ 'ଖରସୁଆଁରୁ କୁଲାବିରି' ଉପରେ ପର୍ଯ୍ୟବେସିତ ଏକ ଆଲେଖ୍ୟ, 'ନିଶାକର ବାବୁଙ୍କ ପିଲାଦିନ: ସିଂହପୁରରେ ଖିଆପିଆ' ।
https://t.co/Uttv5rcZ2l
https://twitter.com/RoutraySailen/status/1316432470506573824?s=19

No comments:

Post a Comment