Tuesday 14 July 2020

ଓଡ଼ିଆ ଟୁଇଟର ରାଜ୍ୟରେ ଛାମୁ ଏକ ଅନନ୍ୟ ହ୍ୟାଣ୍ଡଲ

ନିଶ୍ଚାୟୋ ନିଶ୍ଚାୟୋ! ମୋ ସରୋକାର୍ ରୋ ସାବୁ କାମୋରେ ମୋରୋ ତୀକ୍ଷ୍ଣୋ ନଜୋର୍ ରୋଇବୋ!!
https://twitter.com/The_Chhamu/status/1282929837271707648?s=19

ପ୍ରେମୀ ମାନ୍ କୋ ପାଇଁ ହି ମୋରୋ ସାବୁ ଆମିତି ରାସ୍ତା ତିଆରି ହାଇଚି!! ବାଇକ୍ ରେ ବ୍ରେକ୍ ମାରି ମାରି ଗୋଲେ ପ୍ରେମୋ ପ୍ରଗାଢୋ ହାଇଯାଏ!! ଦାନ୍ୟୋବାଦ୍।
https://twitter.com/The_Chhamu/status/1281591213334786049?s=19

ୟେସ୍ ୟେସ୍!!  ମୁଁ ନଂ ୱାନ୍, ସାବୁ ଯୋଜୋନା ମୋ ନଂ ୱାନ୍!! https://t.co/KIK7lSpOKi
https://twitter.com/The_Chhamu/status/1281587228913709057?s=19

PC = Percentage.
ମୋ ଉଡିଶାରେ ଏଇ PC 30% ରୁ 70% ମଦ୍ୟରେ ହାଇତାଏ। 
ଟିକିଏ ବାଲୋ କାମୋ ହାଇତିଲେ 30% PC ଆଉ କିଚି କାମୋ ନୋ ହାଇତିଲେ ଓର୍ତାତ୍ କାଗଜ୍ କଲମ୍ ରେ କାମୋଟା ହାଇତିଲେ 70% PC ନାଇତାଏ!!
ଦାନ୍ୟୋବାଦ୍। https://t.co/QZDt3srQv9
https://twitter.com/The_Chhamu/status/1281497199453409281?s=19
#ଦୁର୍ନୀତି:
"ଦୁଇ ଓ ନୀତିର ଆଙ୍ଗିକ ତଥା ବାଚିକର ଦସ୍ତଖତ"
________________________________
ଓର୍ତାତ୍ ଦୁଇଟି ନୀତି, ଯାମିତି PC କାଇଦାଇ (ଆଙ୍ଗିକୋ) ମୁଁ ଗୁଟେ ନୀତି କୋରେ ଆଉ PC ବାନ୍ଦୋ କାରିବା ପାଇଁ କୋଇଦାଇ (ବାଚିକୋ) ଆଉ ଗୁଟେ ନୀତି କୋରେ!!
_______________________________
ଦାନ୍ୟୋବାଦ୍।

ବାଇ ଓ ବାଉନି ମାନେ, #ହାତୀ ମାନ୍ କୁ ତାକୋ ଜାଗାରୁ ଘାଉଡାଇ ଏଇଟି ଗୁଟେ #Konark_knowledge_park ବାନାଇବା ପାଇଁ ସପୋତ୍ କାରିତିଲି!!
ଉଡିଶାରୋ ୟୁବାମାନ୍ କୁ ବାଙ୍ଗାଲୋର, ହାଇଦ୍ରାବାଦ ଆଉ ଯିବାକୁ ପାଡିବୋ ନାଇଁ ବୋଲି ବାବୁତିଲି!!
କିନ୍ତୁ ଏଆ ଉପୋରେ ସେ #ହାତୀ ମାନ୍ କ ଆବିଶାପ୍ ପାଡିଗୋଲା!!
"ତେନୁ ହାଇପାଡିଲା ନାଇଁ"!!
ଦାନ୍ୟୋବାଦ୍। https://t.co/lBB51fuXfk
https://twitter.com/The_Chhamu/status/1281460794501107712?s=19
ବାଆରେ ଯାଉମାନେ ଚାକିରି କାରୁଚୋତି, ତାଆ ହାଉଚି #ମୋ_ପରୋବାସୋ_ନିଯୁକ୍ତି_ଯୋଜୋନା!! ଦାନ୍ୟୋବାଦ୍।

ଆପନ୍ ମାନେ ମୋତେ ନିନ୍ଦା କାରୁଚୋତି!!
🤷‍♂️🤷‍♂️🤷‍♂️
କିନ୍ତୁ ମୁଁ ବାର୍ ବାର୍ କୋଇଚି ଯେ ଏଇ ରାଜ୍ୟୋ #ରାଜପଥ ରେ ତିବା ବାଡୋ ବାଡୋ #ଖାଲ ସାବୁ ମୋ ଯୋଜୋନା ଓଟେ!!
ଏଇଟି ମାଚୋ ଚାଷୀମାନେ ମୋଚୋ ଦୋରି ଦି ପାଇସା ରୋଜୋଗାରୋ କାରିପାଡୁଚୋତି!!
ପାଲୋରେ ବାବିଷ୍ୟତୋରେ ଆମୋକୁ ଆଉ ଆନ୍ଧ୍ରା ମାଚୋ ଉପୋଡେ ନିର୍ବୋରୋ ହାବାକୁ ପାଡିବୋ ନାଇଁ! ଦାନ୍ୟୋବାଦ୍। https://t.co/sIQDHTw0V5
https://twitter.com/The_Chhamu/status/1281132637407424512?s=19

ଦେକୋନ୍ତୁ, ଦାଦୋନ୍ ମାନେ ହାଉଚୋତି ମୋ #ପରୋବାସୋ_ନିଯୁକ୍ତି_ଯୋଜୋନା ରୋ ହିତାଦୀକାରୀ!!
ଏଆରୋ ଲାବୋ ପାଇତିବାରୁ ସେମାନେ ପ୍ରୋତି ପାଞ୍ଚୋ ବାର୍ଷୋରେ ମୋ ପାଇଁ ନିଶ୍ଚାୟୋ ଉଡିଶା ଆସିତାନ୍ତି!!
ଏବୋଂ ମୋ ଅଞ୍ଚୋଲ୍ ରୋ ନୁକୋ ଏଇ ଯୋଜୋନାରୋ ଆଦିକା ଲାବୋ ଉଟାଇ ପାଡିତିବାରୁ ମୁଁ ଗାର୍ବିତୋ ମଦ୍ୟ!!
ଦାନ୍ୟୋବାଦ୍।
https://twitter.com/The_Chhamu/status/1281098845284298754?s=19

ଆନୁ ବାବୁ ଜୋନେ କିମ୍ବୋଦାନ୍ତୀ ଆବିନେତା!! ଏଆ ସେ ନିମ୍କି ଆଉ ବିଜୁବାବୁ ଫିଲ୍ମରୁ ପ୍ରାମାନିଟୋ କାରିଚୋତି!! ଆଇ ❤ ଆନୁବାବୁ!!
https://twitter.com/The_Chhamu/status/1281237761375133697?s=19

ଆପନ୍ ବୁଜିପାଡିଲେ ନାଇଁ!!
ଆଗୋରୁ ସାଇଟା #ତା_ସରକାର, ଓର୍ତାତ୍ ପାଣ୍ଡୁଆ @Vkpandia ରୋ ସରୋକାର୍ ରେ ଆସୁତିଲା!!
ବାର୍ତ୍ତୋମାନୋ ଏଇଟା #ମୋ_ସରକାର କୁ ଆସିଗୋଲା!!
"ବ୍ରହ୍ମ ଯିଏ ଆତ୍ମା ସିଏ, ଆତ୍ମା ଯିଏ ବ୍ରହ୍ମ ସିଏ"
"ମୁଁ ବ୍ରହ୍ମ ସିଏ ଆତ୍ମା, ସିଏ ଆତ୍ମା ମୁଁ ବ୍ରହ୍ମ"
ଦାନ୍ୟୋବାଦ୍।
https://twitter.com/The_Chhamu/status/1280754338093248512?s=19

ବାବୁଚି ଏଇ ଦି ବାର୍ଷୋରେ ବେକାରୀ ୟୁବା ମାନ୍ କୁ ମୋ ୟୁବା ବାଇନୀରେ ଚାକିରି ଗୁଟେ ଗୁଟେ ଯୋଗାଡୋ କାରିଦାବି। ବଟୋ ବି ବାଡିଯିବେ।
https://twitter.com/The_Chhamu/status/1280724879742889985?s=19

ଧାନ ବିଲ ଖସ ଖସ
ରାସ୍ତାରେ କରିବା ଚାଷ
କରିବା ଚାଷଲୋ
ହଳ ଲଙ୍ଗଳ ଧରି ଆସ।
ରାସ୍ତାରେ ଖେଳଇ ମୀନ 
ଛାମୁଙ୍କ ଏହି ଯୋଜନା ଜାଣ 
ଯୋଜନା ଜାଣଲୋ
ରାଇଜର ବଢେ ମାନ।
ରାସ୍ତାରେ ଫୁଟିଲା କଇଁ
ଗରଭବତୀର ସାହାରା ନାହିଁ
ସାହାରା ନାହିଁଲୋ
ବିକାଶଟା ଘାଇଁ ଘାଇଁ।
ରାସ୍ତାରେ ଗାଡିଆ ଗାତ
କାଳିଆ ପରେ ବଳିଆ ଗୀତ 
ବଳିଆ ଗୀତଲୋ 
ଆପଣମାନେ ଖୁସି ତ।। https://t.co/1xccUoemnF
https://twitter.com/The_Chhamu/status/1280770431515889664?s=19

କିଛି ମହାନୁଭବଙ୍କ ମୃଦୁ ମୃଦୁ ଉଦ୍ୱେଳନ ତାଙ୍କ ସର୍ବସ୍ବ ସମର୍ପିତ ମଣିମାଙ୍କ ଠାରେ ପ୍ରଗାଢ ଭକ୍ତି ତଥା ଅନ୍ତରର ଜ୍ବଳନକୁ ପରିସ୍ଫୁଟିତ କରୁଛି। ଲାଗୁଛି ଜଣେ ଯେମିତି ପ୍ରଶ୍ନାତୀତ, ସବୁ ପ୍ରଶ୍ନରୁ ଉର୍ଦ୍ଧ୍ଵରେ!
ଏଠି ପ୍ରଶ୍ନ ହେଉଛି ଭଙ୍ଗା କୁଡିଆରେ ପକ୍କା ଘର ଖଣ୍ଡିଏ ପାଈଁ ସ୍ବପ୍ନ ଦେଖୁଥିବା କାଙ୍ଗାଳି ମଣିଷର, ଏଠି ପ୍ରଶ୍ନ ହେଉଛି....
https://twitter.com/The_Chhamu/status/1282166206745600001?s=19
ଧିକ୍ ସେ ଆଖି, ସେ କାନ, ସେ ହୃଦୟ, ସେ ବିବେକ! ଅଜବ୍ ଯୁକ୍ତି ସବୁ ତାଙ୍କର, ୧୫ ଲକ୍ଷ ଦେଲା କି?, ୨ କୋଟି ଚାକିରି ଦେଲାକି?, କ୍ଲାସରେ ଷ୍ଟୁଡେଣ୍ଟ ଖରାପ କାମ କଲେ କ୍ଲାସ୍ ଟିଚରର କଣ ଦୋଷ?, ବ୍ୟଙ୍ଗକରି ବଦନାମ କାହିଁକି କରୁଛ?...
ଶୁଣ, ଏ କଲମ ସେଇ ନିଷ୍ପେସିତଙ୍କୁ ସମର୍ପିତ, ସେଇ ଦାଦନର ହଜିଯାଇଥିବା କଟା ପାପୁଲିକୁ ସମର୍ପିତ! ଧନ୍ୟବାଦ।
ଆପଣଙ୍କ ଏଇ ଦି'ଧାଡି ମୋ ଟୁଇଟର ଯାତ୍ରାର ଏକ ମାଇଲଖୁଣ୍ଟ ହେଇ ରହିବ।🙏🙏🙏
ଏ ଯାତ୍ରା ଶାସକର ସ୍ବର ନହୋଇ ଶାସିତର ସ୍ବର ହେଇ ରହିବ। ବନ୍ଦେ ଉତ୍କଳ ଜନନୀ। 🙏

ଓଡ଼ିଆ twitter ରେ ଛାମୁ ଙ୍କ ଭଳି ଗୋଟେ ଲୋକଙ୍କୁ ଅନୁସରଣ କରି ନିଜେ ଧନ୍ୟ ହେଇଚି।
ବହୁ ପ୍ରତିଭା ର ଅଧିକାରୀ ସିଏ। 
କେବଳ ଏତିକି -🙏🙏🙏
https://twitter.com/Sibasisamantray/status/1282178148176543744?s=19

ବାସ୍ତବିକ ; ଛାମୁ ଏକ ଅନନ୍ୟ ହ୍ୟାଣ୍ଡଲ | ଓଡ଼ିଆ ଟୁଇଟର ରାଜ୍ୟରେ ଛାମୁଙ୍କ ଅବଦାନ ଚିରସ୍ମରଣୀୟ  ହେଇ ରହିବ |ପ୍ରତ୍ୟେକ ଟୁଇଟ ରେ ତାଙ୍କର ଅସାଧାରଣ ପ୍ରତିଭା ପ୍ରତିଫଳିତ  ହୋଇଥାଏ | ତାଙ୍କର ପ୍ରତ୍ୟେକ ବ୍ୟଙ୍ଗ ଆମ ରାଜ୍ୟର ହିତ ଓ ପ୍ରଗତି  ପାଇଁ ଉଦ୍ଦିଷ୍ଟ |
https://twitter.com/punarbashu/status/1282200722835005446?s=19

ସମ୍ପୂର୍ଣ୍ଣ ସହମତ।
ତାଙ୍କ ପ୍ରତିଟି ପଦ ରେ ରାଜ୍ୟ ର ଅବହେଳା,
ଗରିବ ର ଅସହାୟତା ଏକ ରୂପ।
ତାଙ୍କ ଲେଖା ପରିସ୍ଥିତି  ପ୍ରାସଙ୍ଗିକ ଓ ସାଧାରଣ ଲୋକ ଅତି ସହଜ ରେ ବୁଝି ପାରେ।
https://twitter.com/tutskd/status/1282222411119603713?s=19

ମୋତେ ଏତିକି ଖୁସି ଲାଗେ ଯେ @The_Chhamu ଯାହାବି ସରକାରଙ୍କୁ ସମାଲୋଚନା କରନ୍ତି ସଂଜମତା ର ସହ ରହି, ଅତି ନମ୍ର ଓ ଭଦ୍ରତା ର ସହିତ ନିଜର କଥା ଗୁଡିକୁ ରଖନ୍ତି, ଏ ଟୁଇଟର ରେ ଅନେକ୍ ମିଛ ଆକାଉଣ୍ଟ ଅଛି ଯାହାକି ସେମାନେ ଛାମୁଙ୍କ ଠାରୁ କିଛି ଶିଖିବା କଥା, @Vkpandia ସାର୍ ମଧ୍ଯ ମତେ ତ ବେଳେବେଳେ ଲାଗେ ଦୁଇଟି ଖାତାକୁ ଜଣେ କେହି......
https://twitter.com/sunilbehera50/status/1282267915136364545?s=19

ଅନ୍ଧ ଭାବରେ ନିଜ ବିବେକ ବିକ୍ରି କରିଦେଇଥିବା ଲୋକଙ୍କୁ ଏହା ଦୃଶ୍ୟମାନ ହେବନି। ଅନ୍ତର ଆତ୍ମାକୁ ପ୍ରଶ୍ନ କରିବା କଥା। ଛାମୁଙ୍କର ସ୍ୱର ପ୍ରତି ଓଡ଼ିଆର ସ୍ୱର। 
ଭଲ ଲୋକ ଯେ କୌଣସି ଦଳ ପାଖରେ ନିଜ ମୁଣ୍ଡ ନ ବିକିଥିବ ସେ ଭଲ ଭାବରେ ବୁଝି ପାରୁଥିବ। 
@The_Chhamu 👍
https://twitter.com/GopikishanParid/status/1282207402108923904?s=19

ରାଜନୈତିକ ହେଉ, ସାହିତ୍ୟ ହେଉ, ବ୍ୟଙ୍ଗ ହେଉ , କଳା ହେଉ କି କୌଣସି ବି ଦୃଷ୍ଟିକୋଣ ହେଉ, @The_Chhamu  ଏକ ଅନନ୍ୟ ହ୍ୟାଣ୍ଡେଲ। Sometimes he amazes me with the versatility he has. A big fan and will remain so.
https://twitter.com/mannu77/status/1282215240935944193?s=19

ରାଜନୈତିକ ବ୍ୟଙ୍ଗ ଓ ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରେ ଛାମୁ ଓଡ଼ିଆ ଟୁଇଟରରେ ଅଦ୍ଵିତୀୟ! 👌👌👌
https://twitter.com/akala_kushmanda/status/1282211754198437888?s=19

No comments:

Post a Comment