Sunday, 7 December 2025

ପାଣିରେ ସର ପକାଇବା ଓ ଛେନାରୁ ଚୋପା ଛଡାଇବା

 ପାଣିରେ ସର ପକାଇବା ଓ ଛେନାରୁ ଚୋପା ଛଡାଇବା

କହିଲେ, ସୋଇଁଏ ବୁଦ୍ଧି ଥିଲେ ପାଣିରେ ସର ପଡ଼େ । ... କଥାରେ କଥାରେ ସେ ବାପଲୋ ଧନଲୋ କହି ପାଣିରେ ସର ପକାନ୍ତି । ସମସ୍ତଙ୍କୁ ଆପଣାର ...
ଏମାନଙ୍କ କଥାରେ ଗୋରସରେ ନୁହେଁ ପାଣିରେ ସର ପଡ଼ିଯାଏ। ଏମାନଙ୍କ ବାକଚାତୁରୀ ଓ ଅନ୍ୟକୁ ବଶୀଭୂତ ...
7 May 2023 — ... ପାଣିରେ ସର ପକାଏ ପୁଳା ପୁଳା ହସ ମହଲୁ ଖୁସି ଗପରୁ ଝୁଡିଏ ଆଣି ଅଜାଡି ଦିଏ ମୁଣ୍ତ ଉପରେ, କହେ
... ପାଣିରେ ସର ଜାଣିଥିବୁ ତା କଥାଟି ପାଣିର ଗାର ଉପରେ ପଡିଣ ଯିଏ କରିବ ପ୍ରେମ ତା ପ୍ରେମତ ସକାଳର ଶିଶିର ...
14 May 2022 — ପାଣିରେ ସର ପକେଇ ପଛରେ ଅନିଷ୍ଟ ଚିନ୍ତା କରିବା ଖାଲି ପାପ ନୁହେଁ ମହାପାପ । ଯଦି କାହାକୁ ...
ପାଣିରେ ସର ପକେଇ ନିଜ ପରିବାରର ଗୁଣକୀର୍ତ୍ତନ କରୁ କରୁ ଏମାନଙ୍କର ଘଣ୍ଟା ଘଣ୍ଟା ବିତିଯାଏ। THE JOY OFIEX ...
ପଢନ୍ତୁ ବେଭାର କାହାଣୀ...କ୍ଷୀରରେ ନୁହଁ ପାଣିରେ ସର ପକାଇ ଦେବା ଭଳି କଥା କୁହନ୍ତି ଆଉ ଝିମିଟି ଖେଳରୁ ମହାଭାରତ ହେଲା ଭଳି ଘରେ ତାଣ୍ଡବ କରିଦିଅନ୍ତି ।
ତମେ ସତରେ ନିଖୁଣ । ତୁମ ଛନ୍ଦରେ କହ୍ନେଇ. ରୂପରେ ବଶୀଭୂତ ହୋଇ. ତୁମ କଥାର ମହୁଲି ପିଇ. ଚାଲିର ନିଶାରେ ଝୁମେଇ. ମାଠିଆ ପାଣିରେ ସର ପକେଇ. ଗାଉଥିବା ଗଜଲରେ ...
ଏଇଟା ଶଳା ପାଣିରେ ସର ପକେଇଦେବ। 23 hrs. Recent Posts. Pratidin-TV. 6m · . . କାନ୍ଦିକାନ୍ଦି କହୁଛି ମୃତ ...
27 Dec 2020 — ତାଙ୍କୁ ରାଜନେତାଙ୍କ ପରି ପାଣିରେ ସର ପକେଇବା ଏଯାବତ୍ ଜଣାନାହିଁ । ଯେଉଁଥି ପାଇଁ ...
... ବୋଲି ସାମ୍ନାରେ ସ୍ଵାଦ ହୀନ ପାଣିରେ ସର ପକେଇବା ତାଙ୍କ ସାମାନ୍ୟ ଗୁଣ। ଅନେକ ଗୁଣର ଅଧିକାରୀ ସେ ଅଟନ୍ତି ଅଭିନୟ ରଚନା ...
... ପାଣିରେ ସର ପକାଇବା (ଚିକ୍କଣ କଥା କହି ମନ ଭୁଲେଇବା)- ପ୍ରେମାନନ୍ଦ ପାଣିରେ ସରପକାଇ କାର୍ଯ୍ୟ ହାସଲ ...
ଲାବଣ୍ୟ ନାୟକ ସେ ଭାରି ମିଠ‍ା କଥ‍ା କହେ, ପାଣିରେ ସର ପକାଏ ପୁଳା ପୁଳା ହସ ମହଲୁ ଖୁସି ଗପରୁ ଝୁଡିଏ ଆଣି ...
14 May 2018 — ଚିକ୍କଣ କଥା କହି ପାଣିରେ ସର ପକାଇ ଦେବା ଲୋକ । ସରୋଜ ବାବୁ ତାଙ୍କୁ ଦେଖି ସାମାନ୍ୟ ...
ପାଣିରେ ସର ଅକାଇବ (ଚିକଣିଆ କଥା କହି ଭୁଲାଇବା ) ରାଜନୀତିବାଲାଙ୍କୁ ବିଶ୍ଵାସ କରିବ ନାହିଁ । ସେମାନେ ପାଣିରେ ସର ପକାଇ ଦେବା ଲୋକ ।
ଭାରି ଚିକଣିଆ କଥା କହିଥାନ୍ତି। ପାଣିରେ ସର ପକାଇଦେବେ. ବିନା ନିମନ୍ତ୍ରଣରେ ଆସୁଥିବେ. ଚତୁର ବିଲୁଆ ଧୁର୍ତ୍ତ କାଉହୋଇ. ତୋଷାମଦୀ ଖୁବ୍ କରୁ ଥିବେ। ଉପରେ ଉପରେ ...
ଭାରି ସାକୂଲେଇ କଥା କହିପାରନ୍ତି ଚମ୍ପା ସାଆନ୍ତାଣି, ପାଣିରେ ସର ପକେଇ ଦେବେ ।! ମୋ ହାତରେ ଧଣ୍ଡାମାଳ ...
ଜାଣିଛି ମୁଁ ତୁମ ଗୁଣ । ପାଣିରେ ସର ପକାଇବା କଳା. ତୁମେ ତ ଭଲରେ ଜାଣ । ଆଣିଛି ସାଥିରେ ରସୋଗୋଲା ଦେଖ.
ପାଣିରେ ସର ପକେଇ କଥା କହି ପାରନ୍ତି ବାହନା କରନ୍ତି କୋର୍ଟକୁ ଭୂଲ୍‌ କଥା କହି ଖସିଯିବାର ମସ୍ଥଧା ...
... ପାଣିରେ ସର ପକାଇବା (କୌଶଳରେ ମନ ଭୁଲାଇବା) - ପିଠିରେ ପଡିବା (ସାହା ହେବା) - ପିଳେହି ପାଣି ହେବା (ଭୟରେ ...
ପାଣିରେ ସର ପକାଇବା କଳା ତୁମେ ତ ଭଲରେ ଜାଣ ।। ଆଣିଛି ସାଥିରେ ରସୋଗୋଲା ଦେଖ ଆହେ ପ୍ରିୟତମା ମୋର ...
ଚୋପାଛଡ଼ା କଥା. ସଞ୍ଜୀବ କୁମାର ଦାସ. ୫୪. ପାଗଳ. ସରୋଜ କୁମାର ଜେନା. ୫୯. ହୃଦୟ ବେଦନା. ବିଶ୍ବନାଥ ଭୁଏ. ୬୪.
2. ଚୋପାଛଡା କଥା. 1K+ 4.9 6 ମିନିଟ୍ ଏହି ଭାଗ ପଢ଼ିବା ପାଇଁ ଆପ ଡାଉନଲୋଡ୍ କରନ୍ତୁ. 22 ଅଗଷ୍ଟ 2022 locked. 3 ...
ଚୋପାଛଡ଼ା ଲୋକ ଜୀରାରୁ ଶିରାକୁ କାଢ଼େ,. ଚୋପାଛଡ଼ା ଲୋକ କଥାରୁ ଅକଥା ବଢ଼େ ! ଚୋପାଛଡ଼ା ଲୋକ ଭାବୁଛି ନାଗକୁ ଧଣ୍ଡ,. ଚୋପାଛଡ଼ା ଲୋକ ମାପୁଛି ଗଭୀର ଗଣ୍ଡ !
ଛେନାରୁ ଚୋପାଛଡ଼ା କଥା | Dekh Khabar Rakh Nazar || Episode 163. Kalinga TV•8.5K views · 7:50 · Go to channel · ଗାଡ଼ି ...
@ShaksiNews. ଚୋପାଛଡ଼ା ବାଦୁଡ଼ି ‪@adwaitbharata‬. 267 views · 1 year ago #bjd #congress #bjp ...more. Adwait Bharat. 1.12K.
10 Dec 2023 — ... ଅବଶ୍ୟ ସେ ଭୁଲ ବାଟର ବୋଲି କିଏ ଓ କାହିଁକି କହିବ? ବିଶ୍ବର ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଇୟେ। ଜନତା ତ ତାଙ୍କୁ ବହୁ ମତଦାନରେ ନିର୍ବାଚିତ କରୁଛି! ଗଣତନ୍ତ୍ର ତା' ହେଲେ କ'ଣ ଭୁଲ? ଛାଡ଼ନ୍ତୁ ସେ ଛେନାରୁ ଚୋପାଛଡ଼ା ତତ୍ତ୍ବର ଗହୀର ଚାଷ କଥା।
ଆଉ ଆଜି ଏଇ ଚୋପାଛଡ଼ା ଲୋକଟାର କଥାରେ ପଡ଼ି ସେ ଗାଁ ଗହଳ ସହିତ ନିଜକୁ ଖାପ ଖୁଆଇବା ପାଇଁ ଗୋଟାଏ ...
ରଚନା କରିବ ? ଯେବେ କଳ୍ପିତ. ହୋଇଥାଏ ତେବେ ମଧ୍ୟ ଏହା ପଛରେ. ମେରୁଦଣ୍ଡ. ଗୋଟିଏ ଉନ୍ନତ. ସତ୍ଯର. ଥିବା. ବିଶ୍ୱାସଯୋଗ୍ୟ। ଗୋଟିଏ. ଜାତିର ଗୌରବ ଗାଥାକୁ ଇତିହାସର. ଚୋପାଛଡ଼ା ବିଶ୍ଳେଷଣ ନାମରେ ହେୟ. କରିବା ଶୋଭନୀୟ ନୁହେଁ। କେବେ. ଯଦି ଧ୍ବସ୍ତ କୋଣାର୍କର ପୁନରୁତ୍ଥାନ.
କଦଳୀଖାଇ ଚୋପାଛଡ଼ାଇ ରାସ୍ତାରେ ଚୋପା ପକାଉଥିବା ଲୋକଙ୍କୁ “ଚୋପାଛଡ଼ା. ସନ୍ତ୍ରାସବାଦୀ” ଆଖ୍ୟା ଦେଲେ ...
14 Feb 2019 — ଖାଲି ଚଣା ଚୋବେଇବା କଥା ନା ଆଉ! ଏମିତି ନାଁଟା ଅପଭ୍ରଂଶ ହୋଇ ” ପ୍ରୀତିରକ୍ଷା ଗେବଚଣା କେନ୍ଦ୍ର ” ପାଲଟି ଯାଇଚି | ତେଣୁ ଏଥିରେ ଲେଖକଙ୍କର ଗଞ୍ଜେଇ ସେବନର କିଛି ଦୋଷ ନାହିଁ ଆଜ୍ଞା! ଏବେ ହଟଚମଟର କାରଣ ଆଡକୁ ଆଗେଇବା| କଥା କଣ କି, ସେ ଚୋପାଛଡ଼ା ...
24 Sept 2023 — ହଁ ମ ପଡ଼ୁ। ୟେ ତ 'ଗ୍ଲୋବାଲ' ପ୍ରେମ, ଅନ୍ତରଙ୍ଗତା। ଏଥିରେ ଏତେ ଛେନାରୁ ଚୋପାଛଡ଼ା କ'ଣ? ୟେ ...
ବିଶେଷତଃ ଭାଷାତତ୍ତ୍ୱ ପରି ନିହାତି ଗଣ୍ଠିଆ, ଚୋପାଛଡ଼ା ବିଷୟରେ କିଛି କହିଲାବେଳେ ବା ଲେଖିବାବେଳେ ସେଇ ସୂତାଟିକୁ ଜାବୁଡ଼ିଧରିବା କାଠିକର ପାଠ । ... କୋଷଗ୍ରନ୍ଥ ସଂକଳନ ଯେ କେତେ ଛେନା ଚୋପାଛଡ଼ା ...
00:20. ଦଙ୍ଗାକାରୀଙ୍କୁ ଚୋପାଛଡ଼ା ମାଡ଼ । 10 Feb 2022 · 8.5K tontonan. 00:29. ୟୁପିରେ #ମୋଦି_ଯୋଗୀଙ୍କ ଡବଲ ଇଞ୍ଜିନ ...
30 Oct 2022 — ଏତଦ୍ଦ୍ବାରା ସେମାନେ ଅବଲମ୍ବିତ ବା ଅନୁସୃତ 'ବାଦ' ବିଷୟ, ଏ ବାଦର ପ୍ରଜ୍ଞାନ୍ବେଷଣକୁ ବିକୃତ ମାତ୍ର କରିଛନ୍ତି। ହେତୁବାଦ ଛେନାରୁ ଚୋପାଛଡ଼ା ବାଦ ନୁହଁ। ଶୀତ କାକର ଭିଜା ରାତିରେ, ଘୋର ବର୍ଷାରେ ଭିଜିଲେ କଫ, ଶର୍ଦି ଓ ଜ୍ବର ହେବାର ଆଶଙ୍କା, ଅଯଥା ନୁହେଁ ...
ଖାସୁ , କାଢୁ ମର୍ଦ୍ଦନ, ଚୋପାଛଡ଼ା ଆଟମ୍ ଇତ୍ୟାଦି। କବିମାନଙ୍କର ନାମ : କଷିକବି, ଗଜାକବି, ଭୂଆ କବି ...
Oriya ଚୋପାଛଡା ବାବୁ Stories · ରୋଷଶାଳ ରୁ ରାଜନୀତି · ଭିକାରୀ · ବ୍ୟବଧାନ · ଜୋତା · ଧନର ଗରିବତା · ବହି,ପାଠକ,ଲକି ଡ୍ର.
ପିଆଜ ଦର ନେଇ ମନ୍ତ୍ରୀଙ୍କ ଚୋପାଛଡା ବୟାନ ... ଭୁବନେଶ୍ୱର : ରାଜ୍ୟରେ ପିଆଜ ଦର ଅଣାୟତ ହୋଇଥିବାବେଳେ ଦରବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ଏବେ ...
ପ୍ୟାଣ୍ଟ ଖଣ୍ଡକ ଅଣ୍ଟାରେ ରହୁନି କଥା କୁହେ ଚୋପାଛଡା କିନ୍ତୁ ଛୋଟୁ ଛୋଟୁ ଡାକ ପକାଇଲେ ... ପ୍ୟାଣ୍ଟ ଖଣ୍ଡକ ଅଣ୍ଟାରେ ରହୁନି କଥା କୁହେ ଚୋପାଛଡା କିନ୍ତୁ ଛୋଟୁ ଛୋଟ...
... ଚୋପାଛଡା ଦାମ୍ଭିକତା ଛାତି ତଳର ଅନାବନା ବନ୍ଧନ ଛିଡୁ ଛିଡୁ ନିଆଁ ଲଗା କାରୁକାର୍ଯ୍ୟ ଭରା ସପନ ...
... ଚୋପାଛଡା ଚାନେଲ) ହେଉଛି ଏକ ଭିନ୍ନ ଧରଣର ଓଡ଼ିଆ କମେଡି ଏବଂ Vlog ଚାନେଲ..| ଏଥିରେ ଆପଣ ମାନେ ...
3. କବିତା-୩:କବି ଚୋପାଛଡା. 55 4.3 1 ମିନିଟ ଏହି ଭାଗ ପଢ଼ିବା ପାଇଁ ଆପ ଡାଉନଲୋଡ୍ କରନ୍ତୁ. 14 ଜୁଲାଇ 2020 locked.
ପଢନ୍ତୁ ଚୋପାଛଡା ବାବୁ କାହାଣୀ...ଗୋଟେ ନାରୀ ହିଁ ସମସ୍ତଙ୍କ ଅସୁବିଧାକୁ ବୁଝି ପାରେ ଆଉ ତାର ସମାଧାନ ବି । ଘରେରହିରହି ସେ ତା'ର ଅସୀମ...
ଲାଗେ ଅଲାଜୁକ ଖାଲି ଚୋପାଛଡା ।। ହେ ନଡାବିଡା , ହେ ନଡାବିଡା । ତୋତେ ସରମ ନାହିଁ ହେ ଲଙ୍କାପୋଡା ।। 8 ...

ତୁଷାରନାଥ ମହାପାତ୍ରଙ୍କ ଦ୍ଵାରା ସଙ୍କଳିତ