Sunday 20 September 2020

Sarada Prasanna Nayak Giti Kabita Puraskar

Ramesh Chandra Mahananda conducted and composed two Sambalpuri Geetinatya LPs...released in 1985...''Bhoot Leela''... and ''Bhai Joontia''.... https://t.co/XPWgpYRLfL
https://twitter.com/odiamelody/status/1307351803726495745?s=19
Ramesh Chandra Mahananda had a fruitful association with Gathani...releasing a number of records from 1980-85...

ତାଙ୍କୁ ପରଦା ରେ ଦେଖିଲେ ଲାଗେ ଯେମିତି ନିଜର କେହି ଜଣେ । ତାଙ୍କ କହିଲା ପ୍ରତ୍ୟେକ କଥା ରେ ଥାଏ ଓଡ଼ିଆ ହୃଦୟ କୁ ଜିଣିବା ର ଗୋଟେ କଳା । ତାଙ୍କର ପ୍ରତ୍ୟେକ ସଂଳାପ ଓଡ଼ିଆ ମଧ୍ୟବିତ୍ତ ପରିବାର ର ସ୍ୱର। ତାଙ୍କର ଜୀବନ୍ତ ଅଭିନୟ ପାଇଁ ହେମନ୍ତ ଦାସ କଳାପ୍ରେମୀ ଙ୍କ ପାଖରେ ଚିର ସ୍ମରଣୀୟ ।
#ହେମନ୍ତ_ଦାସ #odisha #odiacinestar https://t.co/gyRjkrY2eC
https://twitter.com/SOMPANDAODIA/status/1306881179988234241?s=19

ପ୍ରାକୃତିକ ସୌନ୍ଦର୍ଯ୍ୟ ର ଭଣ୍ଡାର ହେଲା ରାୟଗଡ଼ା । କୁଲୁ, ମନାଲି ଯାଇନି ବୋଲି ଯାଉ ମାନଙ୍କ ଦୁଃଖ ଅଛି, ଥରେ ଯାଇ ଦକ୍ଷିଣ ଓଡ଼ିଶା ବୁଲି ଆସନ୍ତୁ, ସବୁ ଭୁଲି ଯିବେ ।
https://twitter.com/SOMPANDAODIA/status/1306961005100982272?s=19
ଅଦ୍ଭୁତ ଚିନ୍ତାଧାରା ଲୋକ ଙ୍କ ।
ବିଶ୍ଵାସ କରନ୍ତୁ ଥରେ ଯିଏ ଦେଓମାଳି ଉପର କୁ ଉଠି ଯାଇଛି, ତାକୁ ଆଉ କଉ hill station ଭଲ ଲାଗିବ ନାହିଁ । ତା ଭଳିଆ ଆହୁରି ଅନେକ ଲୁକ୍କାୟିତ ଜାଗା ରହି ଯାଇଛି। ମୁଁ ତ ଦକ୍ଷିଣ ଓଡ଼ିଶା ର ସୌନ୍ଦର୍ଯ୍ୟ ଉପରେ ଗୋଟେ ଛୋଟ ବହି ଲେଖି ପାରିବି 😀

କୈଳାଶ ବେହେରା ଙ୍କ ଅଭିନୟ ଆଖି ରୁ ଲୁହ ବାହାର କରିଦେବାକୁ ସକ୍ଷମ ଥିଲା । ହେଲେ ତା ସହ ସେଥିରେ ଜଣେ ହାସ୍ୟ ଅଭିନେତା ଥିଲେ, ଖୁବ୍ ବରିଷ୍ଠ ଓ ବଳିଷ୍ଠ ଅଭିନେତା ।
https://twitter.com/SOMPANDAODIA/status/1306266805917290496?s=19

"There was the Yamuna shimmering
like a flimsy nightmare,
with staid shrubs 
holding up the sky above the park,
with the crowds milling around shops with wobbly lights."
- From, 'Thus Spake Akrura' by Guruprasad Mohanty
https://t.co/sbLGZIbXS8
https://twitter.com/RoutraySailen/status/1306595133278662669?s=19

Bhartṛhari is a great Sanskrit scholar of 5th century .
His original text has been translated in various Indian languages.
Here one of the old publication of Odia version Neetishataka Subhashita by Suryanarayana Bisoyi of Parala .(1896) 
ଭର୍ତ୍ତୃହରି ସୁଭାଷିତ ନୀତିଶତକ
#GajapatiPress https://t.co/lGnscmFyYT
https://twitter.com/VAdkri/status/1307305781935575048?s=19

#Odisha Govt institutes award named after noted music director, lyricist, producer late Sarada Prasanna Nayak; the award named 'Sarada Prasanna Nayak Giti Kabita Puraskar' will be conferred by Odisha Sangeet Natak Akademi annually to the best lyricists: CM @Naveen_Odisha https://t.co/IwMQJeM8q3
https://twitter.com/theargus_in/status/1307287731232415744?s=19

No comments:

Post a Comment