Tuesday 22 September 2020

ମନଟା ମୁଗ୍ଧ ନଥିଲେ ସାହିତ୍ୟ ଜନ୍ମେନା

ବହୁତ କଥା କହିବାକୁ ଅଛି, ଅନେକ ଗୀତି ଗପ ଲେଖିବାକୁ ଅଛି! କିଛି ମଠକଥା, କିଛି ମିଠାକଥା, କିଛି ମଜାକଥା, କିଛି ମିଛକଥା...କିନ୍ତୁ କାହିଁ ଇଚ୍ଛା ହେଉନି। କରୋନା କି ପରିବର୍ତ୍ତୀତ ପରିବେଶ-ଆସର...ଜଣାନାହିଁ, କିନ୍ତୁ ଅଜଣା ଭୟ ଓ ନିରୁତା ପଛଘୁଞ୍ଚା ଏବେ କିଛି କହିବାକୁ ଆକଟ କରୁଛି ଟୁଇଟରରେ। ପରିବର୍ତ୍ତନ ସହ ଖାପ ଖୁଆଇବା ଅସହଜ। #ସାମ୍ପ୍ରତିକୀ
ହଁ ଆଜ୍ଞା। 
ବାରିଷ୍ଟର ବାବୁଙ୍କ କଥା ଥିଲା ନା- ଆଲୋ ସଖି...। ତେଣୁ ଚାପିଯିବା ସମୟର ଡାକ ବୋଧେ।
ହଁ, ସିଏ ବି ଠିକ୍। କିନ୍ତୁ ମନଟା ମୁଗ୍ଧ ନଥିଲେ, ସାହିତ୍ୟ ଜନ୍ମେନା।
ମୋର ଫୋରସେପ୍ସ ଟା ପ୍ରିୟ, ଯଦିଓ ମୋର୍ ଟ୍ରମାଟିକ🤣। ଭେଣ୍ଟୁସଟା ଫେମିନିନ୍ ଅସ୍ତ୍ରଶସ୍ତ୍ର ପରି ଲାଗେ।
ସେଇ ଟିକକ ଭଲପାଇବା ପାଇଁ ବେଣ୍ଟଟି ବନ୍ଧା ପଡିଛି ଏଠି। ନହେଲେ ଆନ୍ତରିକ ଆଗ୍ରହ ଉତ୍ସାହ କମିଗଲାଣି। ଓଡ଼ିଆମୀର ପ୍ରଚାର ପାଇଁ ଗୁଣ୍ଡୁଚିହେବା ତ ଦୂରର କଥା, ଏବେ ପିମ୍ପୁଡି ହେବାକୁବି ସାହସ ନାହିଁ🤣
ହଁ। ଏଇଠୁ ବହୁତ ଖୁସି ସାଉଁଟିଥିଲେ ଆମେ। ତେଣୁ ଏବେ କଷ୍ଟ ଲାଗୁଛି।
ସୋସିଆଲ ସିକ୍ୟୁରିଟିର ଅଭାବ ଲାଗୁଛି ସତରେ।
ହଁ। ମୁଁ ଫିଲ୍ କରୁଛି ଆପଣଙ୍କ କଥା
ହେଟ୍ ଇସ୍ ଦ ନିଉ ନର୍ମାଲ
ହଁ। ଗୋଡେ ଗୋଡେ ବିପଦ ଓ ଭୟ। କଣ କରିବା!
ମୁଁ ଏଠୁ ବହୁତ କିଛି ଶିଖିବାର ଆଗ୍ରହ ସାଉଁଟିଛି, ତେଣୁ ଆଡିକ୍ସନ ଥିଲା ଦିନେ।
https://twitter.com/drgynaec/status/1307741113118109696?s=19
ଗାଲ ଫଟେଇଦେବି ରୁହ😘। ବଡ଼ପିଲାଙ୍କ ପରି ଲୁଚୋଉଚ ବହୁତ କଥା😍। ଏବେ ଶୁଣିଲି। ଦୁ଼ଃଖ ଲାଗିଲା। ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଅପା/ମାଡାମ୍ ଜଲଦି ଠିକ୍ ହୋଇଯାନ୍ତୁ💐🙏
https://twitter.com/drgynaec/status/1307719318004592640?s=19

ମୃତ୍ୟୁ ଅବଶ୍ୟମ୍ଭାବୀ ଆର୍ ଅକସ୍ମାତ୍ ଆଏ । କାଲି ସନ୍ଧ୍ୟା ରେ ଅଭୟ ପାଢ଼ୀ ଆଜ୍ଞା ଙ୍କର ଲେଖା ବିଷୟ ରେ ଚର୍ଚ୍ଚା କରୁଥିଲୁ ଆଉ ଆଜି ସକାଳୁ ଖବର ମିଳିଲା ସେ ସଂସାର ଛାଡ଼ି କରି ଚାଲି ଗଲେ । ପ୍ରସାର ଭାରତୀ ର ଝନେ ଉଚ୍ଚ ପଦସ୍ଥ ଅଧିକାରୀ ସାଙ୍ଗେ ସାଙ୍ଗେ ସେ ଝନେ ସଂସ୍କୃତି ପ୍ରେମୀ ଆର୍ ପ୍ରଖର ବକ୍ତା ବି ଥିଲେ। ଓଁ ଶାନ୍ତି
#ଅଭୟପାଢ଼ୀ https://t.co/0fUZykLGyi
https://twitter.com/SOMPANDAODIA/status/1307963551953297409?s=19

ବିଂଶ ଶତାବ୍ଦୀର ଆରମ୍ଭରେ ସେବର ଗଞ୍ଜାମ ଜିଲ୍ଲାରେ ଗରୀବ ବ୍ରାହ୍ମଣ ଘରେ ବାହା ହୋଇଥିବା ମହିଳାମାନଙ୍କ ବିଷୟରେ ଏକ ଆଲେଖ୍ୟ, 'ହୀରାନାନୀ ଉପାଖ୍ୟାନ' ।
https://t.co/x7qxixfL9i
https://twitter.com/RoutraySailen/status/1307674147753844739?s=19

Born in Parlakhemundi, Apanna Panigrahi was a prodigious singer.Hailed as Surdas of Utkala... held the listeners spellbound..luckily his voice is preserved for posterity through his few recordings on Hindustan Records...’Mohana Madhuri..’ from his 78 RPM .. 1932 recording.. https://t.co/QETLIA80RG
One or two of Apanna’s records remain to be archived... kudos to you for tracking all those ancient lyrics... of not only of Apanna,but also the early 1906-09 Odia recordings..all the thanks to you would be less for the effort..🙏
https://twitter.com/odiamelody/status/1307651191472451584?s=19

Gāyaka-Siromani Apanna Panigrahi (1893-1936), one of the great Odissi musicians of the last century. His voice mingled with the vīnā indistinguishably. He often moved people to tears by singing chhāndas. Utkalamani Gopabandhu was very fond of Apanna. #OdissiMusic
https://twitter.com/pattaprateek/status/1306837087715426304?s=19
Undoubtedly. Knowing technicalities is one thing and transcending them is another. ୟାଙ୍କର ଯିଏ ଶୁଣିଛି ତାକୁ ଆଉ କିଛି ଭଲ ଲାଗିବନି । 🙏
Also see the taanas - how they are structured to the swing of the Tala & Chhanda - this is the typical Odissi style of taana.

Priceless : Parasamani Debadasi sings a beautiful janana. Maharis or Debadasis, sebayatas of the Puri Temple would sing & dance for Jagannatha — to whom they were ritually married. This tradition was initiated by the great Jayadeba himself. [subtitled, original footage NCAA] https://t.co/dyw5oQbHgP
https://twitter.com/pattaprateek/status/1141033300716224512?s=19
Unfortunately this tradition is no longer extant. There are no Maharis left, and with them is forever gone a huge amount of knowledge— that of Odissi classical music and dance.

No comments:

Post a Comment