ଓଡ଼ିଆ କଥାଚିତ୍ର
ରାଖାଲ ମହାନ୍ତି
- ଅକ୍ଷିତୃତୀୟା (ସଙ୍ଗୀତ ନିର୍ଦ୍ଦେଶକ)
- ତ୍ରିନାଥ ମେଳା (ସଙ୍ଗୀତ ନିର୍ଦ୍ଦେଶକ)
- ଶ୍ରୀକୃଷ୍ଣ ରାସଲୀଳା (ସଙ୍ଗୀତ ନିର୍ଦ୍ଦେଶକ)
- ଅମର ପ୍ରେମ (ସଙ୍ଗୀତ ନିର୍ଦ୍ଦେଶକ)
- ଘର ସଂସାର (ସଙ୍ଗୀତ ନିର୍ଦ୍ଦେଶକ)
- ମାଣିକ ଯୋଡ଼ି (ସଙ୍ଗୀତ ସଂଯୋଜକ)
ରାଧାକୃଷ୍ଣ ଭଞ୍ଜ ୬ଟି କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ସେସବୁ ହେଲା:
| କଥାଚିତ୍ର | ମୁକ୍ତିଲାଭ ବର୍ଷ | |
|---|---|---|
| ସହର ଜଳୁଚି | ୧୯୯୮ | |
| ମୋ କାହ୍ନୁରେ | ୧୯୭୬ | |
| କିଏ ପୋଛି ଦେବ ମା’ ଆଖିର ଲୁହ | ୧୯୯୯ | |
| ସାଗର ଗଙ୍ଗା | ୧୯୯୪ | |
| ମାନିନୀ | ୧୯୭୯ | |
| ଅଭିମାନ | ୧୯୭୬ | 
ସରୋଜ ପଟ୍ଟନାୟକ - ଅଭିମାନ ଚଳଚ୍ଚିତ୍ରରେ ପ୍ରଯୋଜକ ଗଣେଷ ଚନ୍ଦ୍ର ଜିଉ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ । ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
- ଅଭିମାନ - ୧୯୭୭ (ସଙ୍ଗୀତ ନିର୍ଦ୍ଦେଶକ)
- ଫୁଲ ଚନ୍ଦନ - ୧୯୮୨ (ସଙ୍ଗୀତ ନିର୍ଦ୍ଦେଶକ)
- ଝିଅଟି ସୀତା ପରି - ୧୯୮୩ (ସଙ୍ଗୀତ ନିର୍ଦ୍ଦେଶକ)
- ଅଭିଳାଷ (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)[୪]
- ହାକିମ ବାବୁ - ୧୯୮୫ (ସଙ୍ଗୀତ ନିର୍ଦ୍ଦେଶକ)
- ମୋ ମନ ଖାଲି ତୋରି ପାଇଁ - ୧୯୯୫ (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
- ତୁମେ ହିଁ ସାଥୀ ମୋର - ୨୦୦୯ (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
- ଏଇ ସଂଘର୍ଷ (ସଙ୍ଗୀତ ନିର୍ଦ୍ଦେଶକ)
- ଭିନ୍ନ ସମୟ - ୧୯୯୨ (ଅଭିନୟ)
Odia Wikipedia
Odia Cinema
 
No comments:
Post a Comment