Sunday 14 July 2024

ସ୍ମୃତିଛାୟା ୨୧ କ୍ରମରେ ଉଲକା

 ତୁଷାରନାଥ ମହାପାତ୍ରଙ୍କ ଦ୍ୱାରା ସଙ୍କଳିତ

'ଉଲକା'ର ପୁନର୍ମୁକ୍ତି
ସ୍ଥାନ: ଜୟଦେବ ଭବନ, ଭୁବନେଶ୍ୱର
ସମୟ: 19 ଜୁଲାଇ 2024 | ସନ୍ଧ୍ୟା 6:30

ଫିଲ୍ମ ଜର୍ଣ୍ଣାଲିଷ୍ଟସ ଫୋରମ୍ ପକ୍ଷରୁ ସ୍ମୃତିଛାୟା 21 କ୍ରମରେ 1981ରେ ମୁକ୍ତିପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର 'ଉଲକା'  ସ୍କ୍ରିନିଂ ଉତ୍ସବକୁ ଆପଣ ସାଦର ନିମନ୍ତ୍ରିତ.

(ତଥ୍ୟ/ଭିଡ଼ିଓ ସୌଜନ୍ୟ: @SuryadeoSurya)

https://x.com/OdiaMovieDB/status/1810903423098724463?t=K99Lmj3lNH21rY1D1NySlQ&s=19

ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶିତ ଗୃହସ୍ଥି ଫିଲ୍ମର ଟ୍ରେଲର ଦେଖନ୍ତୁ

https://x.com/justlalit/status/1810219694470877350?t=2HXW1XHVHCxT6WISLjWAfg&s=19

ଅସଭ୍ୟ ଭାବେ ଦାନ୍ତ ଦେଖାଇ ସୁଖ୍ୟାତି ଅର୍ଜନ କରିଥିବା କଳାକାରଙ୍କୁ ଅପମାନିତ କରିଵା ପୂର୍ବରୁ ଜାଣ ଆଗ ସେ କିଏ? ହ୍ୟୁମାନ ସାଗର ଆଉ ରୁକୁ ସୁନା ନିଜେ ଜଣେ କଳାକାର କିନ୍ତୁ ନିମାଇଁ ହରିଚନ୍ଦନଙ୍କ ପରି ସାତ ଜନ୍ମରେ ହୋଇପାରିଵ ନାହିଁ। ତୁରନ୍ତ ଏ ଘଟଣା ପାଇଁ କ୍ଷମାପ୍ରାର୍ଥନା କରନ୍ତୁ ନଚେତ ଆଗାମୀ ଦିନରେ ଅଣ୍ଡା ଆଉ ଗୋବର ମାଡ଼ ଖାଇବା ଥୟ

https://x.com/sanghamitra_jr/status/1810285497010598307?t=pLwfVVCrlyGrw6-3DMTFEQ&s=19

ସେଇ ସାଗର, ଜଣେ କିରାସ୍ତାନୀ, ତା ଯୀଶୁ ମଲେ କି ଗଲେ, ତ କିଛି ଗୀତ କେବେ ବୋଲା ଯିବା ଶୁଣିନୁ, ହୁଲା ଲେ, ବୋଲି ରଡି ଛାଡ଼ନ୍ତି, ନବୀନ ଡ୍ୟାସ କୀର୍ତନ କରି ତୋ ଜୀବିକା ଚଳେଇ ଥିଲୁ, ଏବେ ଖୋଦ ନବୀନ, ଓଲା-ଉବେର ଭଡା ରେ ନେଇ ଆସୁଛନ୍ତି, ଗଧ, ତ ବାକି ରହିଲା ସେଇ କାଳୁ "ସୁନା ତୋ ଜାତି ଆମକୁ ଜଣା 

ଭାଇରେ ଏତେ ଚପଲ ମାଡ଼ ଖାଇବୁ, ଗଣିବୁ ନାଁ ଖାଇବୁ..

https://x.com/OdishaChanging/status/1811012321294381064?t=KQG8VLU_Cgo_ugLsCMJNUA&s=19

ଅଧାରୁ ଅଧିକ ଶବ୍ଦରେ ହଳନ୍ତ ବ୍ୟବହାର କରୁଥିବା ଲୋକେ ଓଡ଼ିଆ ଅସ୍ମିତା ଭବନ କରିବେ ?

ଅଣଓଡ଼ିଆ ଅଫିସରକୁ ଆଣି ମୁଖ୍ୟ ଶାସନ ସଚିବ କରିଥିବା ନୂତନ ରାଜ୍ୟ ସରକାର... ଓଡ଼ିଆ ଅସ୍ମିତାର ଅର୍ଥ ବୁଝିଲେଣି କି ?

"ଭାରତ ମାତା କି ଜୟ"  ବଦଳରେ "ଭାରତ ମାତାଙ୍କର ଜୟ ହେଉ" ପ୍ରଥମେ କହିବା ଆରମ୍ଭ ହେବା ଦରକାର ଓଡ଼ିଶାରେ !

https://x.com/pureodiasaswata/status/1810970915267612713?t=zBHzXGBGHxJ8LN-XW7Vpvw&s=19

ଜଣେ ପ୍ରାଥମିକ ଶିକ୍ଷକ ହେବା ପାଇଁ କନିଷ୍ଠ ଶିକ୍ଷକ ବ୍ୟତୀତ ଅନ୍ୟ ରାସ୍ତା ନାହିଁ ତେବେ ଏହାକୁ ଯୋଜନା ଭିତ୍ତିକ କହି କଣ୍ଟାକଚୁଆଲ ନ ହଟାଇବା ଅତ୍ୟନ୍ତ ଦୁଃଖଦ ବିଷୟ l 

ପ୍ରାଥମିକ ଶିକ୍ଷାରୁ ଏହି କଣ୍ଟାକଚୁଆଲ ଭଳି କୁପ୍ରଥା ଉଛେଦ କରାଯାଉ l @MohanMOdisha

କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ) ରେ 6 ବର୍ଷ କାମ କରିବା ପରେ ଜଣେ ସ୍ଥାୟୀ ଏଲିମେଣ୍ଟାରୀ ଶିକ୍ଷକ ହେବ l ସରକାର ଯଦି ସବୁ ବିଭାଗରୁ କଣ୍ଟ୍ରାକଚୁଆଲ / ଚୁକ୍ତି ପ୍ରଥା ଉଛେଦ କଲେ ( ଏପରିକି ସେକଣ୍ଡାରୀ/ ହାଇସ୍କୁଲରୁ ମଧ୍ୟ) ତେବେ ପ୍ରାଥମିକ/ ଏଲିମେଣ୍ଟାରୀରୁ କାହିଁକି ନୁହଁ l

https://x.com/narayanatweets/status/1811042344088514822?t=oj_TB1mNye9PG7JSgsxZ_w&s=19

କ୍ଷମତାର ତ୍ରୁଟିପୂର୍ଣ୍ଣ ପ୍ରଚଳିତ ସଂଜ୍ଞା ପାଇଁ ଜମିବାଡ଼ି କାଗଜପତ୍ରରେ ଅଡ଼ୁଆ ସୁଧୁରୁ ନାହିଁ। ଜମିବାଡ଼ି କାଗଜପତ୍ର ସଂସ୍ଥାକୁ ବଦଳି ଯିଏ ହେଲା ସେ ଗୁରୁତ୍ବ ହରାଇଲା ବୋଲି ପ୍ରଚାର। କିନ୍ତୁ ଜମିବାଡ଼ି କାଗଜପତ୍ର ଅଡ଼ୁଆ ପାଇଁ ଯେତେ ଦୁର୍ନିତି ହେଉଛି, ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସମସ୍ତେ ଜାଣିଥିବେ।

https://x.com/de_moaned/status/1811225521692237950?t=N8l2k-KJ_6lg3EkFhUaMcA&s=19

Indian sweet 'Magji Laddu' from Odisha awarded Geographical Indication Tag

https://x.com/justlalit/status/1811284259807621514?t=wqJI9H3ucHTpUIV1eB9bcQ&s=19

In Ireland Irish gaeilic was the language of the majority in 1700-1800s now it's replaced by English. There was no direct imposition of English nor Irish Gaelic was banned. It jus from business to govt to higher education all were in English. Odia condition would also b like that, people will identify themselves with Odia but with no knowledge of the language. This may not happen immediately but difference would be known in another 50 years. Odia will survive though in libraries or museum

https://x.com/raznkash/status/1811312702083453259?t=R_Or0GHre9FywIqCDVjyoA&s=19

It’s because Odias don’t feel proud to talk in Odia when talking to other Odias. The kids in my lane in Old Town talk in Hindi. That’s fashionable today. Shopkeepers in malls in Bhubaneswar start with Hindi. Uncles you continue to respond in Odia, they keep talking in Hindi. 1/2 I went to a bookstore in Bapuji Nagar few days back. The section for Odia books was smaller than that of Hindi books. While economics is the reason for keeping small collections, it is the current generation of Odias responsible demise of Odia. What such low self-esteem?

https://x.com/sukantan/status/1811321893653184833?t=SQ5UXt74mXHyoVOu_aFHzA&s=19

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପଢ଼ିବାର ସୁଯୋଗ ମିଳିଲା । ଉଭୟଙ୍କ ଚିଠି ଉଭୟ ନିଜେ ଟାଇପ୍ କରିନାହନ୍ତି, କିନ୍ତୁ ଯିଏ ବି କରିଛନ୍ତି ଓଡ଼ିଆରେ #ଡ଼ ବଦଳରେ #ଡ ଲେଖିଛନ୍ତି । ଏମିତିକି ନବୀନ ପଟ୍ଟନାୟକଙ୍କ ଚିଠିରେ #ଡ ଓ #ଡ଼ ଉଭୟ ଅଛି । (କ୍ରମଶଃ...) ଆମେ ଯାହା ବି କିଛି ଆଜି ଲେଖୁଛୁ, ତାହା କେଉଁଠି ନା କେଉଁଠି ପର ପୀଢ଼ି ପାଇଁ ସାଇତା ହୋଇ ରହୁଛି । ସାଧାରଣ ଲୋକଟିଏ ଭୁଲ୍ କରିବା ଅଲଗା କିନ୍ତୁ ଗୋଟିଏ ସରକାରୀ ହ୍ୟାଣ୍ଡେଲ୍‍ରୁ ଭଲ୍ ଜିନିଷ ପ୍ରକାଶ ପାଇବା ଅଲଗା; କାରଣ ଏହା ଭବିଷ୍ୟତରେ କୌଣସି ଏକ ଆଧାର ଭାବରେ ବ୍ୟବହାର ହେବ । (କ୍ରମଶଃ...) ଏମିତିକି #ଓଡ଼ିଆଅସ୍ମିତା ବାବଦରେ ଆଜି ଏକ ଖବର କାଗଜରେ ବାହାରିଥିବା ବିଜ୍ଞାପନ ବିଷୟରେ ଏକ ହ୍ୱାଟସ୍‍ଆପ୍ ଗ୍ରୁପ୍ ଜରିଆରେ ଦେଖିଲି, ଯେଉଁଥିରେ ଏମିତି ବନାନଗତ ତ୍ରୁଟି ରହୁଛି । ଗୋଟେ ସମୟ ଥିଲା, ଏହା ଛୋଟ ଲାଗୁଥିଲା, କିନ୍ତୁ ଏବେ ଆଉ ଏହା ଛୋଟ ହୋଇକି ନାହିଁ । ଏହାକୁ ନେଇ ଆମକୁ ଯତ୍ନଶୀଳ ହେବାକୁ ହେବ ।

ଜୟ ଜଗନ୍ନାଥ 

https://x.com/ssgapu22/status/1811440298012090732?t=-NUpOkDIpqorHi790eqxCA&s=19

~ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହେଲା 'ଆଜିର ରେବତୀ'

~ ନୂଆ ସିନେମା 'ଆଭା'

~ ଅତୀତରୁ ଓଡ଼ିଆ ସିନେମା 

~ ଅଭିନେତା ପ୍ରଶାନ୍ତ ପାତ୍ରଙ୍କ ନିଜ କଥା 

(ଧରିତ୍ରୀ ୧୧ ଜୁଲାଇ)

https://x.com/OdiaMovieDB/status/1811625163802251568?t=p3NcDDX0SFzvKkEtmx1Gyg&s=19

~ ସିନେମା ଗୀତରେ ଶାସ୍ତ୍ରୀୟତା 

~ ଟେଲିଭିଜନ ପ୍ରିମିୟର 'ରସଗୋଲା କାହାର'

~ ଦେବାସୁର୍ଯ୍ୟଙ୍କ ନୂଆ ଆଶା

(ସକାଳ ୧୧ ଜୁଲାଇ)

https://x.com/OdiaMovieDB/status/1811625474818216005?t=3A0o_hRYVOkV7YJP081srg&s=19

Request to @AshwiniVaishnaw  @RailMinIndia that let this replica goes to Chennai & the original one should be brought back to Paralakhemundi as it will not make any difference for chennai.But for People of odisha it is a matter of great sentiment.
@dpradhanbjp @rashtrapatibhvn

https://x.com/VAdkri/status/1810884256337371278?t=aXUPyFevhVW4M76YWLPVzA&s=19

During our childhood days the train in Paralakhemundi was running and at that time it was a source of joy, amusement and pride. Displaying the original train at Paralakhemundi is important as it is a part of our shared culture and a matter of pride. People of Odisha would be thankful to yuo if you kindly allow the original to be displayed in Paralakhemundi which was its home. @AshwiniVaishnaw @RailMinIndia

https://x.com/OdiaCulture/status/1811661321898713215?t=c2TsCqkniXoTwlPFqzwfVg&s=19

With my incurable malady of getting caught up in research & posting things late, it is quite ironical to post these images taken in Feb 2024 during the World Odia Language Conference now, and people will read in between the lines— but I have hardly ever been a political person…

and for letting me fill the pages as homage to some of my greatest heroes — Bhanja, Kabisurjya, Banamali, Gopalakrusna and their likes. The book was co-authored with Subhransu bhaina and the elegant cover was designed by my dear friend Ishan Pattanaik.

It is published jointly by the Department of Odia Language, Literature and Culture under the Government of Odisha alongside PEN IN BOOKS; available on Amazon —

https://x.com/pattaprateek/status/1798023938372706361?t=spUfoJIlL-ODbzJsNqdhlw&s=19

ବାଟ ପାସେଞ୍ଜର | Jayee Bhainka Hasya Gitinatya | ହସି ହସି ବେଦମ ହେବେ | Jayee, Banku, Braja Singh, Trupti Sinha

youtube.com/watch?v=yHQQQw

https://x.com/justlalit/status/1812350488311935103?t=kIe79Zb31uQuiLa-LgsnKA&s=19

ଜୟୀ ଭାଇଙ୍କର ହସ୍ୟଗୀତିନାଟ୍ୟ ମୋର ସବୁ ପସନ୍ଦ ମୁଁ ଏବେ ବି ବେଳେ ଶୁଣେ।

ପାନ ନାହିଁ ଗୁଆ ନାହିଁ ଖାଲି ବଟୁଆ, ଭୁସପଣ୍ଡିତମ, ଆକବର ବିରବଲ, ଘର ଜ୍ୱାଇଁ ଏଗୁଡିକ ମୋର ସବୁଠୁ ପସନ୍ଦ

https://x.com/Rakeshkumarray8/status/1812356500972585257?t=nSNUBtIFfVP1mEZSA5Auqw&s=19

"ପୁନେଇ ଖିଆ" ଟି ସବୁଠାରୁ ପସନ୍ଦ ।

https://x.com/ParasharNayak/status/1812360546517168190?t=m0aedueUFtZA9FEvxvHZEw&s=19

चूना लगाना ହିନ୍ଦୀରେ କୁହନ୍ତି, ଓଡ଼ିଆରେ ନୁହେଁ...

"ଚୂନା" ମାନେ କୁଟା ଯାଇଥିବା, ଆଉ ଯେଉଁ चूना କଥା କୁହାଯାଇଛି, ତାକୁ ଓଡ଼ିଆରେ "ଚୂନ" କୁହନ୍ତି।

"ଚିତା କାଟିବା" ବ୍ୟବହାର କରିଥିଲେ ପ୍ରଯୁଯ୍ୟ ହୋଇଥାନ୍ତା, @kanak_news ସଂଶୋଧନ କରି ପାରିବେ ଯଦି କରନ୍ତୁ

https://x.com/kumariika/status/1812355923551432937?t=h9cFrxuLZ9dHrdJcgdO41g&s=19

'ଭଗିଆ ଭାରିଯା'ଙ୍କୁ ଘାରିଛି ରିଲସ ନିଶା (ଧରିତ୍ରୀ ୧୪ ଜୁଲାଇ)

https://x.com/OdiaMovieDB/status/1812360934544777443?t=jjbVE6JaA4tu0v0xmC2H_Q&s=19

ନେଇଯା'ରେ ମେଘ ମତେ... ମୋ ପ୍ରିୟା ପାଶେ (ସମ୍ବାଦ ୧୪ ଜୁଲାଇ)

https://x.com/OdiaMovieDB/status/1812361439396430005?t=J48xmJ_34NzfeYc6NT45-Q&s=19

ସ୍ମୃତି ଏକ ରୁପା ଜହ୍ନ : ସର୍ବକାଳୀନ ସୁପର ହିଟ ସିନେମା ସଂଗୀତ .

https://x.com/suryanandannet/status/1812327677782811032?t=Nxhsdcu8cVndRMPVa3asbw&s=19

ସୁଭଦ୍ରା କାନ୍ଦେ ନା : ଜଗାବଳିଆ ଚଳଚିତ୍ରରେ ଥିବା ଆମ ପ୍ରିୟ ଗୀତ .

https://x.com/suryanandannet/status/1812427619004293352?t=-Zrbx5zVJJjOTtvASUqzZA&s=19

No comments:

Post a Comment