Sunday 7 June 2020

ଓଡ଼ିଆ ଭାଇ ଭଉଣୀଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ

ଓଡ଼ିଆ ସାହିତ୍ୟର ମଉଡ଼ମଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହା ହେଉଛି କାଳଜୟୀ ସୃଷ୍ଟି। ଏଥିରେ ଭରି ରହିଛି ଅଫୁରନ୍ତ ଶକ୍ତି, ସୌନ୍ଦର୍ଯ୍ୟ ଓ ଆଗକୁ ବଢିବାର ପ୍ରେରଣା। ସାଢେ ୪କୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି। 
#OdishaRajyaSangeeta https://t.co/jT95rg68xj
https://twitter.com/Naveen_Odisha/status/1269583250625712129?s=19

ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ'। ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ମଇ ୩୦ରେ ଯେଭଳି ଏକତାନରେ '#BandeUtkalaJanani' ସଙ୍ଗୀତ ଗାନ କରି ଜାତି ପ୍ରେମର ନିଦର୍ଶନ ଦେଖାଇଛନ୍ତି ତାହା ଅତୁଳନୀୟ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି।
#OdishaRajyaSangeeta https://t.co/9piOrJ9TRN
https://twitter.com/Naveen_Odisha/status/1269584589061869570?s=19

It is a momentous occasion for every Odia as #BandeUtkalaJanani has been chosen as #OdishaRajyaSangeeta. Every word of the inspiring song written by literary doyen Laxmikanta Mohapatra speaks about Odisha’s glory, rich heritage, splendour, evoking patriotism among crores of Odias https://t.co/fPo04KOsaa
https://twitter.com/Naveen_Odisha/status/1269585605245140994?s=19

Truly an matter of pride for every Odia 🙏 A song which signifies the culture, pride and strength of Odisha , written by the great literary doyen Laxmikanta Mohapatra #BandeUtkalaJanani is now #OdishaRajyaSangeeta 
https://twitter.com/nilamadhabpanda/status/1269591422635700225?s=19

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha  କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି। ଏହା ପ୍ରତି ଓଡ଼ିଆ ଭାଇ ଭଉଣୀଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ। 
#BandeUtkalaJanani
#OdishaRajyaSangeeta https://t.co/SrnOI1Seyq
https://twitter.com/prasanta_MLA/status/1269585698031652864?s=19

#BandeUtkalaJanani ଓଡ଼ିଆ ଜାତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି। ବ୍ୟକ୍ତିଗତ ଦୁଃଖ ଓ ଯନ୍ତ୍ରଣାକୁ ପଛରେ ପକାଇ ଏହି ଅନନ୍ୟ ସୃଷ୍ଟି ପାଇଁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଚିର ନମସ୍ୟ। ଏହାକୁ ରାଜ୍ୟ ସଙ୍ଗୀତ ଭାବେ ନିଷ୍ପତ୍ତି ନେଇ ଓଡ଼ିଶା ସରକାର ଏହାର ଶ୍ରେଷ୍ଠତାକୁ ଆହୁରି ସମୃଦ୍ଧ କରିଛନ୍ତି। #OdishaRajyaSangeeta
https://twitter.com/pranabpdas/status/1269591478701035521?s=19

No comments:

Post a Comment