ଭାନୁମତୀ, ମଣିମାଳା, ଓ ଲୀଳା ଦୁଲାଳୀ
୧୯୫୬ ମସିହାରେ ଭାଇ ଭାଇ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଲୀଳା, ୧୦ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୧]
ଅଭିନୀତ ଓଡ଼ିଆ କଥାଚିତ୍ର
| କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
|---|---|---|
| କାବେରୀ | ୧୯୮୩ | ରବି କିନ୍ନାଗୀ |
| ଗୌରୀ | ୧୯୭୯ | ପ୍ରଶାନ୍ତ ନନ୍ଦ |
| ବନ୍ଧୁ ମହାନ୍ତି | ୧୯୭୭ | ନିତାଇ ପାଲିତ |
| ବନ୍ଧନ | ୧୯୬୯ | ନିତାଇ ପାଲିତ |
| କିଏ କାହାର | ୧୯୬୮ | ନିତାଇ ପାଲିତ |
| ସାଧନା | ୧୯୬୪ | ପ୍ରଭାତ ମୂଖାର୍ଜୀ |
| ଭାଇ ଭାଇ | ୧୯୫୬ | ନିତାଇ ପାଲିତ |
ମଣିମାଳା
ଅଭିନୀତ କଥାଚିତ୍ର
- ଅନ୍ଧ ଦିଗନ୍ତ, ୧୯୯୦
- କିଛି ସ୍ମୃତି କିଛି ଅନୁଭୂତି, ୧୯୮୯
- ନିଷିଦ୍ଧ ସ୍ୱପ୍ନ, ୧୯୮୮
- କ୍ଳାନ୍ତ ଅପରାହ୍ଣ, ୧୯୮୫
- ମାୟା ମିରିଗ, ୧୯୮୪
- ନୀରବ ଝଡ଼, ୧୯୮୪
- କିଏ କାହାର, ୧୯୬୭
- ଭାଇ ଭାଉଜ, ୧୯୬୭
- କା, ୧୯୬୬
- ମଲାଜହ୍ନ, ୧୯୬୫
- ଅଭିନେତ୍ରୀ, ୧୯୬୫
- ଜୀବନସାଥୀ, ୧୯୬୩
- ସୂର୍ଯ୍ୟମୁଖୀ, ୧୯୬୩
- ଲକ୍ଷ୍ମୀ, ୧୯୬୨[୮]
- ଶ୍ରୀ ଲୋକନାଥ, ୧୯୬୦
ଭାନୁମତୀ
No comments:
Post a Comment